ଠାକୁର ଘରୁ ନାଗ ସାପ ଉଦ୍ଧାର

Published By : Prameya-News7 Bureau | June 29, 2018 IST

ଠାକୁର ଘରୁ ନାଗ ସାପ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ରାହାଣିଆ ପଞ୍ଚାୟତ କାଳିଅନ୍ତି ଗାଁରୁ ନାଗ ସାପ ଉଦ୍ଧାର । ଗାଁର ନିରଞ୍ଜନ ସାମଲଙ୍କ ଭାଗବତ ଗାଦି ବାରଣ୍ଡାରୁ ୪ଟି ନାଗସାପ ଛୁଆ ଉଦ୍ଧା ର ହୋଇଛି । ନାଗ ଛୁଆ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି । ସ୍ଥାନୀୟ କିଛି ଯୁବକଙ୍କ ସହାୟତାପେ ୪ ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି । ଏଗୁଡିକ ଏକ ହାଣ୍ଡିରେ ରଖି ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଛନ୍ତି । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.