Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଥାନାରୁ ଚନ୍ଦନ ବୋଡା ସାପ ଉଦ୍ଧାର

18/09/2019 at 8:21 PM

ଭଦ୍ରକ ୧୮।୦୯-  ଭଦ୍ରକ ପୁରୁଣା ବଜାରର ଥାନା ପରିସରରୁ ବୋଡା ସାପ ଉଦ୍ଧାର । ଥାନା ପରିସରରେ ଏହି ଚନ୍ଦନ ବୋଡା ସାପକୁ ଦେଖିବା ପରେ  ସାପଧରାଳୀଙ୍କୁ ଖବର ଦିଆଯାଇଥିଲା।  

ମିର୍ଜା ଆରିଫ ନାମକ ସାପଧରାଳୀ  ଥାନା ପରିସରରୁ ସାପକୁ ଉଦ୍ଧାର କରିଥିଲ ।  କିଛି ଦିନ ତଳେଏହି ଥାନାର ଆଇଆଇସିଙ୍କୁ ବଦଳି କରାଯାଇିଥିଲା। ପୁରୁଣାବଜାର ଅଞ୍ଚଳରେ ସାଧାରଣ ଜନତାଙ୍କ ସହ  ମୁହାଁ ମୁହିଁ ମାମଲାରେ  ଥାନା ଆଇଆଇସିଙ୍କୁ ବଦଳି କରାଯାଇଥିଲା  । ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ ପୁଣି ଥାନା ପରିସରରୁ ଏକ ବିଷାକ୍ତ ସାପ ଉଦ୍ଧାର କରାଯାଇଛି । ଏହାକୁ ସ୍ଥାନୀୟ ଭାଷାରେ ଚନ୍ଦନ ମନ୍ଦନ ବୁଢା କୁହାଯାଇଥାଏ ।

ଥାନା  ପରିସରରେ ଜବତ ହୋଇ ପଡିଥିବା ପୁରଣା ମଟରସାଇକେଲ୍‌ ଓ ବୁଦାଲତା ମଧ୍ୟରେ ସାପଟି ରହିଯାଇଥିଲା ।  ଆରିଫ ବହୁକ କଷ୍ଟରେ ସାପଟିକୁ ଉଦ୍ଧାର କରିଥିଲେ ।

   Related Posts