Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଥାନା ପରିସରରୁ ୫ଫୁଟ୍‌ର ନାଗସାପ ଉଦ୍ଧାର

19/12/2020 at 8:16 AM

ସାଲେପୁର ୧୯।୧୨ : ଥାନା ପରିସରରୁ ୫ଫୁଟ୍‌ ଲମ୍ବର ନାଗସାପ ଉଦ୍ଧାର । କଟକ ଜିଲ୍ଲା ଟାଙ୍ଗୀ ଥାନା  ପରିସରରୁ ନାଗ ସାପ ଉଦ୍ଧାର ହୋଇଛି । ଜଣେ କନେଷ୍ଟବଳଙ୍କ କ୍ୱାଟରରେ ପଶିଯାଇଥିଲା ନାଗ ସାପ ।

ଟାଙ୍ଗୀ ଥାନା ପରିସରରେ ଥିବା ଜଣେ କନେଷ୍ଟବଳ ଙ୍କ କ୍ୱାଟର ଭିତରେ ମୂଷା ଖାଇବାକୁ ପଶିଥିବା ବେଳେ ମୂଷା ଗିଳିଥିବା ବେଳେ ଉଦ୍ଧାର କରାଯାଇଛି। ଥାନା ଭିତରେ ନାଗ ସାପ ପଶିଥିବା ଖବର ପ୍ରଚାର ହେବାପରେ ପୋଲିସ୍ କର୍ମଚାରୀ ମାନେ ସାପ ଧରିବାକୁ ଚେଷ୍ଟା କରିଥିଲେ । ଶେଷରେ ଟାଙ୍ଗୀ ଅଞ୍ଚଳର ପ୍ରଦୀପ ବାରିକ୍ ନାମକ ଜଣେ ସାପ ଧରାଳି ପହଞ୍ଚି ସୁରକ୍ଷିତ ଭାବେ ନାଗ ସାପ ଟିକୁ ଉଦ୍ଧାର କରିଥିଲେ। ଏହି ନାଗ ସାପଟି କୁ ଏକ ପ୍ଲାଷ୍ଟିକ ଜାର୍ ଭିତରେ ନେଇ ନିକଟସ୍ଥ ସ୍ମଶାନରେ ଛାଡିଥିଲେ।

   Related Posts