Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମିକ୍ସସର ଗ୍ରାଇଣ୍ଡର ଜାରରେ ଫସିଲା ସାପ, ସତର୍କତା ସହ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

12/09/2020 at 9:15 AM

ଅନୁଗୁଳ ୧୨।୦୯: ଅନୁଗୁଳ ଛେଣ୍ଡିପଦା ବାଗଡ଼ିଆ ଗ୍ରାମରେ ଦେଖାଯାଇଛି ଅଜବ ଦୃଶ୍ୟ। ଗୋଟିଏ ପରିତ୍ୟକ୍ତ ମିକ୍ସସର ଗ୍ରାଇଣ୍ଡ ଜାର୍‌ର ତଳେ ଥିବା କଣାରେ ଏକ ସାପ ଫସି ଯାଇଥିଲା। ସାପ ଯେତେ ଚେଷ୍ଟା କରୁଥିଲା ବାହାରିବା ପାଇଁ, କିନ୍ତୁ ବାହାରି ପାରିଲା ନାହିଁ।

ତେବେ ଅନ୍ୟ ଉପାୟ ନ ପାଇ ସାପଟିକୁ ବଞ୍ଚାଇବାକୁ ଚେଷ୍ଟାକରି ସ୍ନେକ ହେଲ୍ପଳାଇନକୁ ଫୋନ କରିଥିଲେ। ଖବର ସ୍ନେକ ହେଲ୍ପଳାଇନ କର୍ମୀ ହିମାଂଶୁ ଶେଖର ଆସି ଜାରଟିକୁ ଅତି ସତର୍କତା ସହ କାଟିଥିଲେ। ବହୁ କଷ୍ଟରେ ୨ ଘଣ୍ଟାର ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରିଯାଇଛି । କିନ୍ତୁ ସାପଟିର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସାପକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହାୟତାର ଚିକିତ୍ସା କରାଯାଇଛି । ଏବେ ସାପଟି ସୁସ୍ଥ ଅଛି । ସାପକୁ ଅନୁଗୁଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ପଠାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ପରେ ତାକୁ ଜଙ୍ଗଲରେ ଛଡା ଯିବ ବୋଲି ସୂଚନା ରହିଛି ।

   Related Posts