ସାବଧାନ, ସାପ ବି ଚଢି ପାରେ ଦଉଡି, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 14, 2019 IST

ଭୁବନେଶ୍ବର - ସାପ ବି ଦଉଡି ବା ରଶି ଚଢି ପାରେ । ନେକ ହୁଏତ ଭାବୁଥିଲେ ଏହା ଅସମ୍ଭବ ।ମାତ୍ର ଅନେକ ପ୍ରଜାତିର ସାପ ଅଛନ୍ତି ସେମାନେ ଏହି କୌଶଳ ଜାଣିଛନ୍ତି । ଗଛ କାନ୍ତ ଏ ସବୁକୁ ତ ସାପ ଚଢି ପାରେ । ଲତାକୁ ବି ସାପ ଚଢି ଉପରକୁ ଯାଇପାରେ ।

{"id":157620,"width":505,"height":400}


ଅନେକ ସାପ ଅଛନ୍ତି । ସେମାନେ ଘର ଛାତରୁ କିମ୍ବା ଉପରୁ ଝୁଲିଥିବା କୌଣସି ତାର କିମ୍ବା ଦଉଡିକୁ ଚଢି ପାରନ୍ତି । ଏପରି ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି । ଏକ ହଳଦିଆ ରଙ୍ଗର ସାପ ଛାତରୁ ଓହଳିଥିବା ଦଉଡିକୁ ଚଢି ଉପରକୁ ଯାଉଛି । ନେଚର ଇଜ୍‌ ଲିଷ୍ଟରେ ଏହାକୁ ପୋଷ୍ଟ କରାଯାଇଛି ।ନିମ୍ନରେ ଦେଖନ୍ତୁ ଭିଡିଓ

wp:core-embed/twitter {"url":"https://twitter.com/NaturelsLit/status/1171375654937346048?s=20","type":"rich","providerNameSlug":"twitter","className":""}
https://twitter.com/NaturelsLit/status/1171375654937346048?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.