Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ, ସାପ ବି ଚଢି ପାରେ ଦଉଡି, ଦେଖନ୍ତୁ ଭିଡିଓ

14/09/2019 at 5:14 PM

ଭୁବନେଶ୍ବର – ସାପ ବି ଦଉଡି ବା ରଶି ଚଢି ପାରେ । ନେକ ହୁଏତ ଭାବୁଥିଲେ ଏହା ଅସମ୍ଭବ ।ମାତ୍ର ଅନେକ ପ୍ରଜାତିର ସାପ ଅଛନ୍ତି ସେମାନେ ଏହି କୌଶଳ ଜାଣିଛନ୍ତି । ଗଛ କାନ୍ତ ଏ ସବୁକୁ ତ ସାପ ଚଢି ପାରେ । ଲତାକୁ ବି ସାପ ଚଢି ଉପରକୁ ଯାଇପାରେ ।


ଅନେକ ସାପ ଅଛନ୍ତି । ସେମାନେ ଘର ଛାତରୁ କିମ୍ବା ଉପରୁ ଝୁଲିଥିବା କୌଣସି ତାର କିମ୍ବା ଦଉଡିକୁ ଚଢି ପାରନ୍ତି । ଏପରି ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି । ଏକ ହଳଦିଆ ରଙ୍ଗର ସାପ ଛାତରୁ ଓହଳିଥିବା ଦଉଡିକୁ ଚଢି ଉପରକୁ ଯାଉଛି । ନେଚର ଇଜ୍‌ ଲିଷ୍ଟରେ ଏହାକୁ ପୋଷ୍ଟ କରାଯାଇଛି ।ନିମ୍ନରେ ଦେଖନ୍ତୁ ଭିଡିଓ

   Related Posts