ରେଢାଖୋଲରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ

Published By : Prameya-News7 Bureau | August 22, 2018 IST

ସମ୍ବଲପୁର ୨୩/୮ : ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ । ପାଟ୍ରୋଲିଂ ବେଳେ ରେଢାଖୋଲ ଓ କଦଳୀଗଡ ରାସ୍ତା ମଝିରୁ ଜବତ କଲା ପୋଲିସ । କେନ୍ଦୁପତ୍ର ଜବତ ସହ ଗୋଟିଏ କାର, ଗୋଟିଏ ମାର୍ଶଲ, ଗୋଟିଏ ୧୦ ଚକିଆ ଟ୍ରକ୍ ମଧ୍ୟ ଜବତ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.