ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ

Published By : Prameya-News7 Bureau | June 26, 2018 IST

ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ | ଭୁବନେଶ୍ୱର ବିମାନ ବନ୍ଦରରୁ ସହିଦ ନଗରରେ ଥିବା ବୁଣାକାର ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି | ପରେ ହୋଟେଲ ନିଉ ମାରିଆନରେ ଆୟୋଜିତ ଜରୁରୀ କାଳୀନ ପରିସ୍ଥିତି, କଳା ଦିବସ ଓ ଜଣ ଜାଗରଣ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଛନ୍ତି | ଅପରାହ୍ନରେ ଦଳୀୟ କାର୍ଯ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବର୍ଦ୍ଧିତ କରିବେ | ସମସ୍ତ କାର୍ଯ୍ୟକ୍ରମ ପରେ ଦିଲ୍ଲୀ ଫେରିଯିବାର ଯୋଜନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.