ଆସନ୍ତାକାଲିଠୁ DL ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ...

Published By : Prameya-News7 Bureau | June 10, 2020 IST

ଭୁବନେଶ୍ବର୧୦/୬: ରାଜ୍ୟରେ ପୁଣି ଆରମ୍ଭ ହେବ ଏଲ୍‌ଏଲ୍‌ (LL, DL) ଟେଷ୍ଟ। ଏ ନେଇ ଆସନ୍ତାକାଲିଠୁ ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏହାସହ ୨୨ ତାରିଖରୁ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ତେବେ ୧୮ରୁ DL ଟେଷ୍ଟ ପାଇଁ ଆରମ୍ଭ ହେବ।

{"id":284418,"sizeSlug":"large"}

ସେହିପରି ୨୯ରୁ ଆରମ୍ଭ ହେବ LL ଟେଷ୍ଟ।ସାମାଜିକ ଦୂରତ୍ବ ରକ୍ଷାକରି ଟେଷ୍ଟ ନିଆଯିବ। ଟେଷ୍ଟ ବେଳେ ଆବେଦନକାରୀ, RTO କର୍ମଚାରୀ ପିନ୍ଧିବେ ମାସ୍କ ବ୍ୟବହାର କରିବେ। କରୋନା ଯୋଗୁଁ ଏଲ୍‌ଏଲ୍‌, ଡିଏଲ୍‌ ବନ୍ଦ ଥିଲା। ତେଣୁ ଆସନ୍ତାକାଲିଠୁ ଏ ସବୁ ଆରମ୍ଭ ହେବ ବୋଲି ରାଜ୍ୟ ପରିବହନ କମିଶନର ସୂଚନା ଦେଇଛନ୍ତି।

{"id":284415,"sizeSlug":"large"}
{"id":284416,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.