ପଲିଥିନ୍ରୁ ମିଳିଲା ମଣିଷ କଙ୍କାଳ
29/11/2019 at 8:53 AM

ଭୁବନେଶ୍ବର ୨୯।୧୧: ପଲିଥିନ୍ରୁ ମିଳିଲା ମଣିଷ କଙ୍କାଳ । ଭୁବନେଶ୍ବ ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ମିଳିଲା ମଣିଷ କଙ୍କାଳ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ପଲିଥିନରେ ମଣିଷ କଙ୍କାଳ ମିଳିଛି । ପାଞ୍ଚଟି ପଲିଥିନରେ ମଣିଷ କଙ୍କଳା ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକେ ଖପୁରୀ ଦେଖି ପୋଲିସକୁ ଖବର ଦେଇଛନ୍ତି । କିଏ ଓ କାହିଁକି ପଲିଥିନରେ କଙ୍କାଳ ଫିଙ୍ଗାକୁ ନେଇ ଭୟରେ ସ୍ଥାନୀୟ ବାସିନ୍ଦା ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021