Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ

29/11/2019 at 8:53 AM

ଭୁବନେଶ୍ବର ୨୯।୧୧:  ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ । ଭୁବନେଶ୍ବ ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ମିଳିଲା ମଣିଷ କଙ୍କାଳ ।

ସୂଚନାଯୋଗ୍ୟ ଯେ,  ଭୁବନେଶ୍ବର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ପଲିଥିନରେ ମଣିଷ କଙ୍କାଳ ମିଳିଛି ।  ପାଞ୍ଚଟି ପଲିଥିନରେ ମଣିଷ କଙ୍କଳା ଫିଙ୍ଗା ଯାଇଥିବା  ସନ୍ଦେହ କରାଯାଉଛି । ସ୍ଥାନୀୟଲୋକେ ଖପୁରୀ ଦେଖି ପୋଲିସକୁ ଖବର ଦେଇଛନ୍ତି ।  କିଏ ଓ  କାହିଁକି ପଲିଥିନରେ କଙ୍କାଳ ଫିଙ୍ଗାକୁ ନେଇ ଭୟରେ ସ୍ଥାନୀୟ ବାସିନ୍ଦା ।

   Related Posts