ନିଖୋଜର ୫୦ ଦିନ ପରେ କଙ୍କାଳ ଉଦ୍ଧାର
10/06/2018 at 10:34 AM

ନିଖୋଜର ୫୦ ଦିନ ପରେ କଙ୍କାଳ ଉଦ୍ଧାର
ନୂଆପଡା ଭଇଁସାଦାନି ସ୍ୱାସ୍ଥ୍ୟକର୍ମୀ ସୁକଲ ସାଏ ନିଖୋଜ ଘଟଣାର ୫୦ ଦିନ ପରେ ରାଣୀଝୋଲା ଜଙ୍ଗଲରୁ ଅସ୍ଥି କଙ୍କାଳ ଉଦ୍ଧାର…ରାଣୀଝୋଲା ଜଙ୍ଗଲରୁ ପ୍ୟାଣ୍ଟ, ସାର୍ଟ, ମୋବାଇଲରୁ ଚିହ୍ନଟ କଲେ ପରିବାର ଲୋକ… ପୋଲିସ ଡାକିଥିବା କହି ଏପ୍ରିଲ ୧୯ରୁ ବାହାରକୁ ଯାଇ ଫେରିନଥିଲେ ସୁକଲ
Related Posts
ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
8 March 2021