ଏହି ଅଭିନେତ୍ରୀ ସେୟାର କଲେ ନିଜ ବୋଲ୍ଡ ଫଟୋ, ପାଗଳ ହୋଇଗଲେ ଫ୍ୟାନ୍…
31/12/2019 at 11:15 AM

ମୁମ୍ବାଇ୩୧|୧୨: ନେପାଳୀ ଅଭିନେତ୍ରୀ ଅଦିତୀ ବୁଧାଥୋକୀ ନିଜ କାତିଲାନା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅଧିକାଂଶ ସମୟ ଅଦିତୀ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି।

ଯୁବପୀଢିଙ୍କ ମଧ୍ୟରେ ନିଆଁ ଲଗାନ୍ତି ଏହି ଅଭିନେତ୍ରୀ। ଅଦିତୀଙ୍କ ବୋଲ୍ଡ ଅନ୍ଦାଜ ଖୁବ ନିଆରା।

ରୂପରୁ ଯେତିକି ସୁନ୍ଦର ଗୁଣେରେ ମଧ୍ୟ ସେତିକି ସୁନ୍ଦର। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଅଦିତୀ ନେପାଲ ଛାଡି ମାୟାନଗରୀ ମୁମ୍ବାଇରେ ପାଦ ଦେଇଥିଲେ। ଅଦିତୀଙ୍କର ଅସଂଖ୍ୟ ଦିୱାନା ଅଛନ୍ତି।

ଏବେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ମଡେଲମାନେ ମଦ୍ୟ ଅଦିତୀଙ୍କ କିଲର୍ ଲୁକର ଦିୱାନା।

ଅଦିତୀ ଅନେକ ପଂଜାବୀ ଓ ହିନ୍ଦି ମ୍ୟୁଜିକ୍ ଭିଡିଓରେ ନଜର ଆସିସାରିଛନ୍ତି। ଏହା ବ୍ୟତୀତ ନେପାଳୀ ଫିଲ୍ମ ଓ ଗୀତ ଗୁଡିକରେ ମଧ୍ୟ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ। ଅଦିତୀ ବୁଧାଥୋକୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।

ଅଧିକାଂଶ ସମୟ ଅଦିତୀ ନିଜ ଫ୍ୟାନ୍ସଙ୍କ ପାଇଁ ହଟ୍ ଫଟୋ ଓ ଭିଡିଓ ସେୟାର କରନ୍ତି। ନିକଟରେ ଅଦିତୀ ନିଜର ବିକିନି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ଫଟୋ ଗୁଡିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।

ଇନ୍ଷ୍ଟାରେ ଅଦିତୀଙ୍କୁ ବହୁତ ଜଣ ଫଲୋ କରନ୍ତି। ତେବେ ଏହି ଅଭିନେତ୍ରୀଙ୍କ ଯାତ୍ରା କବଲିଉରେ କେତେ ସଫଳ ହେବ ତାହା ଅପେକ୍ଷାରେ ଦର୍ଶକ ଅଛନ୍ତି।