Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୬ ବର୍ଷୀୟା ଟିକଟକ୍ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

25/06/2020 at 7:20 PM

ମୁମ୍ବାଇ ୨୫|୦୬:  ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ କିଛିଦିନ ତଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି । ଏହି ଘଟଣାକୁ ବେଶୀ ଦିନ ବିତିନଥିଲେ ମଧ୍ୟ ଆତ୍ମହତ୍ୟାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ୧୬ ବର୍ଷୀୟା ସୋସିଆଲ ମିଡିଆ ଷ୍ଟାର୍ ସିଆ କକ୍କର୍ ଆତ୍ମହତ୍ୟା କରିଛନ୍ତି ।ଏହି ଖବର ପରେ ଚାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଛି ।

ସିୟା ସୋସିଆଲ ମିଡିଆରେ ପପୁଲାର୍ ସେଲିବ୍ରିଟି ଥିଲେ ।ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।ତେବେ ବୁଧବାର ରାତିରେ ଏକ ଗୀତକୁ ନେଇ ସେ ତାଙ୍କ ମ୍ୟାନେଜର ଅର୍ଜୁନଙ୍କ ସହ ଆଲୋଚନା କରିଥିଲେ । ସିୟାଙ୍କ ଆତ୍ମହତ୍ୟା ଖବର ଅର୍ଜୁନଙ୍କୁ ମଧ୍ୟ ଚକିତ କରିଛି । ସିୟା ଠିକ୍ ଥିବା ଓ ଚିନ୍ତିତ ଲାଗୁ ନଥିବା ଅର୍ଜୁନ କହିଛନ୍ତି । ସେ କଣ ପାଇଁ ଏହି ପଦକ୍ଷେପ ଗ୍ରହଣ କଲେ ତାହା କେହି ଭାବି ପାରୁନାହାଁନ୍ତି । ସେ ଟିକଟକରେ ବହୁତ ପପୁଲାର୍ ଥିଲେ ।

View this post on Instagram

And Its TIME to get knocked out by this lethal combination of an Epic Punjabi Song and an enchanting beauty. Watch the King of Desi Hip-Hop Bohemia, soulful singer JS Atwal along with Lola Gomez in the official video of Our Latest Single, "Sharaabi Teri Tor". The Most Awaited Song of 2020 is OUT !! Watch the Video Now. . . . @iambohemia @atwalinsta @lolitaxo__ @mbmusicco @meetbrosofficial @meet_bros_manmeet @harmeet_meetbros @shaxeoriah @urshappyraikoti @jaggisim @desihiphopking @touchblevins @raajeev.r.sharma @itsumitsharma @psycho_marketer @fameexpertz #SharaabiWalk #SharaabiWalkChallenge #SharaabiTeriTor #Bohemia #HipHop #Rap #Punjabi #JsAtwal #HappyRaikoti #intoxicating #MBMusic #sharaab #musicvideo #fameexpertz

A post shared by Siya Kakkar (@siya_kakkar) on

ସେ ନିକଟରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଡ୍ୟାନସ୍ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ପଞ୍ଜାବୀ ଗୀତରେ ନାଚୁଥିଲେ । ଏହା ତାଙ୍କର ଶେଷ ପୋଷ୍ଟ ଥିଲା । ଇନଷ୍ଟାରେ ମଧ୍ୟ ତାଙ୍କର ବହୁତ ଫଲୋଅର୍ସ ରହିଛନ୍ତି ।

   Related Posts