Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ରାଉରକେଲାରେ ଷଷ୍ଠଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା, ସମସ୍ତେ ସ୍ତବ୍ଧ

18/10/2019 at 3:51 PM

ରାଉରକେଲା ୧୮|୮: ରାଉରକେଲା ସେଣ୍ଟ ଥୋମାସ ସ୍କୁଲର ଛାତ୍ର ହରେକୃଷ୍ଣ ସାହୁ ନିଜ ଗରେ ବେକରେ ଦୌଡ଼ି ଲାଗାଇ ଆତ୍ମହତ୍ୟା କରିଛନ୍ତି ।ଉଦିତନଗର ପୋଲିସ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 ରାଉରକେଲା ବାସନ୍ତୀ କଲୋନୀ ଇ-18 ଫେଜ-୧ରେ ଘଟିଛି ଏହି ଅଭାବନୀୟ ଘଟଣା । ବାସନ୍ତୀ କଲୋନୀ ସେଣ୍ଟ ଥୋମାସ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ହରେକୃଷ୍ଣ ସାହୁ ଆଜି ଦିନ ଗୋଟାଏ ବେଳେ ଘରେ କେହିଁନଥିବା ବେଳେ କରିଛନ୍ତି ଆତ୍ମହତ୍ୟା ।

ମୃତ ଛାତ୍ରଙ୍କ ବାପା ପ୍ରଦୀପ ସାହୁଙ୍କ କହିବା ଅନୁସାରେ ତାଙ୍କ ପୁଅ ପାଠ ପଢ଼ାରେ ଦୁର୍ବଳ ଥିଲା । ଏମିତିକି ଦୁଇ ଦୁଇ ଥର ଫେଲ ହୋଇଛନ୍ତି । ଏଥିପାଇଁ ବାପ ମା ଗାଳି ଗୁଳଜ କରିଥିବାରୁ, ଆଜିକୁ ମିଶାଇ ଦୁଇଦିନ ହେଲା ସ୍କୁଲ ଯାଇନଥିଲେ । ପୁଅ ପାଇଁ ବାପ ମା ଦହି ବରା ଆଲୁଦମ ଆଣିବାକୁ ଯାଇ ଫେରିବା ବେଳକୁ ପୁଅ ଆତ୍ମହତ୍ୟା କରିଦେଇଛି।

ଘଟଣା ସ୍ଥଳରେ ପହଞ୍ଚି ଉଦିତ ନଗର ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ଶବ ବେବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପାଠର ବୋଝରେ ଚାଲିଗଲା ଏକ କୋମାଲମତି  ଛାତ୍ର ର ଜୀବନ ।

   Related Posts