Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚାଲିଛି ଷୋଡଶ ଉପଚାର ପୂଜା, ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଗବତୀ ଓ ଦେବୀ ଉଗ୍ରତାରା

10/10/2021 at 9:32 AM

ଖୋର୍ଦ୍ଧା ୧୦/୧୦: ଖୋର୍ଦ୍ଧା ଜିଲ୍ଲାର ଏହି ଦୁଇ ତନ୍ତ୍ର ପୀଠ ( ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁର ର ମା’ ଉଗ୍ରତାରା ) ରେ ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ ଏବେ ରୋକ ଲାଗିଛି । ତଥାପି କାଁଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଛି ।

ଶାରଦୀୟ ପୂଜା ପାଇଁ ମା’ ଗର୍ଭ ଗୃହରେ ଗୁପ୍ତ ପୂଜା ସହିତ ଭିନ୍ନ ରୀତି-ନୀତି ରେ ପୂଜାପଣ୍ଡାଙ୍କ ଦ୍ଵାରା ପୂଜା ପାଠ ସମ୍ପନ୍ନ ହେଉଛି । ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ମା’ ପୂଜା କରାଯାଉଛି । ମା’ ଭଗବତୀ ଏବଂ ମା’ ଉଗ୍ରତାରା ପ୍ରତେକ ଦିନ ମା’ ଭିନ୍ନ-ଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯାଇ ଥାଏ । ବିଶ୍ଵାସ କରାଯାଏ ଯେ ମା’ ଦୂର୍ଗା ତାଙ୍କର ଭକ୍ତଙ୍କ ପାଇଁ ସମସ୍ତ ଅସୁବିଧା ଦୂର କରିଥାନ୍ତି ।

ମା’ ଶୈଳ ପୁତ୍ରୀ, ମାତା ବ୍ରହ୍ମ ଚାରିଣୀ , ମାତା ଚନ୍ଦ୍ର ଘଣ୍ଟା ଏବଂ ମାତା କୁଶମଣ୍ଡାର , ଆଜି ମା’ ଭଗବତୀ ଏବଂ ମା’ ଉଗ୍ରତାରା ଏବେ ମାତା ସ୍କନ୍ଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି , ଆସନ୍ତାକାଲି ମାତା କାତ୍ୟାୟନୀ , ମା’ କାଳରାତ୍ରୀ , ମା’ ମହାଗୌରୀ , ମାତା ସିଦ୍ଧିଦାତ୍ରୀ , ମାତା ବୀଜୟା ଦଶମୀ ଦିନ ଦଶଭୁଜା ମା’ ଦୁର୍ଗା ଅପାରୁବା ବେଶରେ ମା’ ସୁସଜ୍ଜିତ କରାଯାଇ ପୂଜା କରାଯାଇ ମା’ ଦର୍ଶନ ଦେବେ ।

   Related Posts