Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମା’ ବିରଜାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି

10/10/2021 at 8:57 AM

ଯାଜପୁର ୧୦/୧୦: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଚାଲିଛି ଷୋଡଶ ଉପଚାର ପୂଜା ସହ ରଥ ଯାତ୍ରା । ଆଜି ହେଉଛି ମାଙ୍କ ମହା ପଞ୍ଚମୀ ପୂଜା । ରୀତିନୀତିରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ତେବେ ପ୍ରତିଦିନ ବୈତରଣି ନଦୀରୁ ପ୍ରାପ୍ତ କାଳରୁ 108 ଜଳ ଆଣି ଥାଆନ୍ତି ବ୍ରାହ୍ମଣ ଶାସନ ମାନେ ।

ସେହିଜଳରେ ମାଙ୍କୁ ସ୍ନାନ କରାଯାଇଥିଲା । ପରେ ମାଙ୍କ ପୂଜା ଆରମ୍ଭ ହୋଇଯାଇଛି । ତେବେ ଆଜି ମହାପଞ୍ଚମୀ ପୂଜା ରାତ୍ରରେ ସରିବା ପରେ ଗତ କାଲି ମାଙ୍କର ଷଷ୍ଠୀ ସପ୍ତମୀ ପୂଜା ଆରମ୍ଭ ହେବ । ସେପଟରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଚି ।

   Related Posts