ମା' ବିରଜାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି

Published By : Prameya-News7 Bureau | October 10, 2021 IST

ଯାଜପୁର ୧୦/୧୦: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଚାଲିଛି ଷୋଡଶ ଉପଚାର ପୂଜା ସହ ରଥ ଯାତ୍ରା । ଆଜି ହେଉଛି ମାଙ୍କ ମହା ପଞ୍ଚମୀ ପୂଜା । ରୀତିନୀତିରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ତେବେ ପ୍ରତିଦିନ ବୈତରଣି ନଦୀରୁ ପ୍ରାପ୍ତ କାଳରୁ 108 ଜଳ ଆଣି ଥାଆନ୍ତି ବ୍ରାହ୍ମଣ ଶାସନ ମାନେ ।

ସେହିଜଳରେ ମାଙ୍କୁ ସ୍ନାନ କରାଯାଇଥିଲା । ପରେ ମାଙ୍କ ପୂଜା ଆରମ୍ଭ ହୋଇଯାଇଛି । ତେବେ ଆଜି ମହାପଞ୍ଚମୀ ପୂଜା ରାତ୍ରରେ ସରିବା ପରେ ଗତ କାଲି ମାଙ୍କର ଷଷ୍ଠୀ ସପ୍ତମୀ ପୂଜା ଆରମ୍ଭ ହେବ । ସେପଟରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଚି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.