ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ତାର ଛିଣ୍ଡି ନଦୀକୁ ୬ ମହିଳା ଖସିବା ପରେ ପ୍ରଶାସନ ଯୋଗାଇଲା ଡଙ୍ଗା ଓ ଲାଇଫ୍ ଜ୍ୟାକେଟ୍

26/08/2018 at 11:06 PM

କନ୍ଧମାଳ ୨୭/୮ : କନ୍ଧମାଳ ବୁରାଙ୍ଗିଆ ଗାଁରେ ତାର ଛିଣ୍ଡି ନଦୀକୁ ୬ ମହିଳା ଖସିବା ଘଟଣା ପରେ ପ୍ରଶାସନର ଚେତା ପଶିଛି । ଗ୍ରାମବାସୀଙ୍କ ଯାତାୟାତରେ ସୁବିଧା ପାଇଁ ବ୍ଲକ୍ ପ୍ରଶାସନ ଯେ।ଗାଇ ଦେଇଛି ଗେ।ଟିଏ ଡଙ୍ଗା ସହ ୧୦ଟି ଲାଇଫ ଜ୍ୟାକେଟ୍ । ନଦୀ ପାର ହେବା ପାଇଁ ଡଙ୍ଗା ବ୍ୟବହାର କରିବା ସହ ତାରରେ ଯିବା ଆସିବା ବନ୍ଦ କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି ବ୍ଲକ୍ ପ୍ରଶାସନ । ବୁରାଙ୍ଗିଆ ଗାଁ ନିକଟରେ ଥିବା ଖଢ଼ଙ୍ଗ ନଦୀରେ ପେ।ଲ ନଥିବାରୁ ତାରରେ ନଈ ପାର ହେଉଥିଲେ ୬ ମହିଳା । ଏତିକିବେଳେ ତାରଟି ଛିଣ୍ଡି ପଡିଥିଲା । ମହିଳାଙ୍କ ମଧ୍ୟରେ ୨ ଜଣ ଗର୍ଭବତୀ ଥିଲେ । ନଦୀରେ ଭାସି ଯାଉଥିବାବେଳେ ୩ ଜଣ ଯୁବକ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଛି ।

   Related Posts