Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଖସିପଡିଲା ଅସ୍ଥାୟୀ ଲିଫ୍ଟ : ୬ମୃତ, ଜଣେ ଆହତ

1/01/2020 at 7:26 AM

ମଧ୍ୟପ୍ରଦେଶ ୦୧।୦୧ : ଡିସେମ୍ବର ୩୧ତାରିଖ ମଙ୍ଗଳବାର ସଂଧ୍ୟାରେ ଏକ ଅଘଟଣ ଘଟିଛି । ଏକ ନିର୍ମାଣଧୀନ କୋଠାର ଅସ୍ଥାୟୀ ଲିଫ୍ଟ ଖସିପଡି ଗୋଟିଏ ପରିବାର ଛଅ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ନାମ ପୁନୀତ ଅଗ୍ରଓ୍ବାଲ (୫୩), ପଲକ (୨୭), କଲ୍ପେଶ (୨୮), ନବ ଅଗ୍ରଓ୍ବାଲ ଓ ଦୁଇଜଣ ଶିଶୁ ବୋଲି ଜଣାପଡିଛି । ପରିବାର ନିଧି ନାମକ ଜଣେ ମହିଳା ଗୁରୁତର ଅବସ୍ଥାରେ ଇନ୍ଦୋର ମେଡିକାଲରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶ ଇନ୍ଦୋର ପାତାଳପାଣୀ ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ କୋଠାର ଅସ୍ଥାୟୀ ଲିଫ୍ଟ ଖସିପଡିଥିବା ଜଣାପଡିଛି। ଲିଫ୍ଟ ଖସିବା ଖବର ଶୁଣି ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ।   

   Related Posts