ବଲାଙ୍ଗିରରେ ଗଣେଶ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ୬ ଆହତ

Published By : Prameya-News7 Bureau | September 05, 2019 IST

ବଲାଙ୍ଗିର ୫।୯:  ବଲାଙ୍ଗିରରେ ଗଣେଶ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ପଥର୍ଲା ଗାଁରେ ଉଭୟ ପକ୍ଷରୁ ଢେଲା ପଥର ମାଡ । ଗୋଷ୍ଠୀ ସଂଘର୍ଷ ଫଳରେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ଦୃଷ୍ଟିରେ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.