Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଜୁଆଆଡ୍ଡାରେ ପୋଲିସର ଚଢାଉ ; ୬ ଜୁଆଡି ଗିରଫ

8/08/2018 at 10:31 AM

ବରଗଡ ୮/୮ : ବରଗଡ ଜିଲ୍ଲା ଝାରବନ୍ଧ ଥାନା କପଟି ଗାଁରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସ ଚଢ଼ାଉ କରିଛି । ୬ ଜଣ ଜୁଆଡିଙ୍କୁ ଗିରଫ ପୁଲିସ ଗିରଫ କରିଛି । ଗିରଫ ୬ ଜଣ ହେଲେ ହରିରାମ ପଟେଲ, ମୀନକେତନ ପଟେଲ, ବିମଲ ତାଣ୍ଡି, ନିଲେଶ୍ବର ସାହୁ, ସୁରେଶ ଚନ୍ଦ୍ର ଲୁହାର ଏବଂ ଗମ୍ଭୀର ବାଗ । ପୋଲିସ ସେମାନଙ୍କ ପାଖରୁ ନଗଦ ୯୦ ହଜାର ୬୧୦ ଟଙ୍କା ସହ ୬ ଟି ମୋବାଇଲ ଫୋନ୍ ଜବତ କରିଛି ।

   Related Posts