ଜୁଆଆଡ୍ଡାରେ ପୋଲିସର ଚଢାଉ ; ୬ ଜୁଆଡି ଗିରଫ
8/08/2018 at 10:31 AM

ବରଗଡ ୮/୮ : ବରଗଡ ଜିଲ୍ଲା ଝାରବନ୍ଧ ଥାନା କପଟି ଗାଁରେ ଜୁଆ ଖେଳ ଚାଲିଥିବାବେଳେ ପୋଲିସ ଚଢ଼ାଉ କରିଛି । ୬ ଜଣ ଜୁଆଡିଙ୍କୁ ଗିରଫ ପୁଲିସ ଗିରଫ କରିଛି । ଗିରଫ ୬ ଜଣ ହେଲେ ହରିରାମ ପଟେଲ, ମୀନକେତନ ପଟେଲ, ବିମଲ ତାଣ୍ଡି, ନିଲେଶ୍ବର ସାହୁ, ସୁରେଶ ଚନ୍ଦ୍ର ଲୁହାର ଏବଂ ଗମ୍ଭୀର ବାଗ । ପୋଲିସ ସେମାନଙ୍କ ପାଖରୁ ନଗଦ ୯୦ ହଜାର ୬୧୦ ଟଙ୍କା ସହ ୬ ଟି ମୋବାଇଲ ଫୋନ୍ ଜବତ କରିଛି ।
Related Posts
IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍
26 February 2021
ତନ୍ତ ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାରକୁ ବୁଣାକାରଙ୍କ ବିରୋଧ
26 February 2021