ପୃଥକ ପୃଥକ ଘଟଣାରେ ୬ ଡକାୟତ ଗିରଫ

Published By : Prameya-News7 Bureau | April 05, 2019 IST

ବ୍ରହ୍ମପୁର ୫|୪: ଦୁଇଟି ପୃଥକ ପୃଥକ ଘଟଣାରେ ୬ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ବୋମା ଜବତ କରାଯାଇଛି । ଡକାୟତି ଯୋଜନା କରୁଥିବା ବେଳେ ଗୋସାଣିନୂଆଗାଁ ପୋଲିସ୍ ଦ୍ବାରା ୫ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ନାବାଳିକାକୁ ଅଶ୍ଳୀଳ ଫଟୋ ପଠାଇବା ଘଟଣାରେ ଟାଉନ୍ ପୋଲିସ ଦ୍ବାରା ଜଣେ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.