ବ୍ରହ୍ମପୁର ଲାଞ୍ଜିପଲ୍ଲି ଢିପସାହିରେ ବୋମାମାଡ ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପେ।ଲିସ
9/07/2018 at 5:59 AM

ବ୍ରହ୍ମପୁର ଲାଞ୍ଜିପଲ୍ଲି ଢିପସାହିରେ ବୋମାମାଡ ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପେ।ଲିସ । ସିସିଟିଭି ଫୁଟେଜ ଆଧାରରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବୈଦ୍ୟନାଥପୁର ପୋଲିସ । ତଦନ୍ତ ପାଇଁ ୨ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରଯାଇଛି । ଏନେଇ ବ୍ରହ୍ମପୁର ଏସଡିପିଓ ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଗତକାଲି ଲାଞ୍ଜିପଲ୍ଲି ଓଭରବ୍ରିଜ ନିକଟରେ ବୋମାମାଡ ହେ।ଇଥିଲା । ଏଥିରେ୪ ଆହତ ହେ।ଇଥିଲେ । ଘଟଣାସ୍ଥଳରୁ ୪ଟି ବେ।ମା ଉଦ୍ଧାର କରାଯାଇଥିଲା ।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା
27 January 2021
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021