Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନ୍ୟୁଜର୍ସି ସହରରେ ଗୁଳିକାଣ୍ଡ , ଜଣେ ପୋଲିସ କର୍ମଚାରୀ ସମେତ ୬ ମୃତ

11/12/2019 at 8:44 AM

ଓ୍ବାସିଂଟନ ୧୧।୧୨: ଆମେରିକାର ନ୍ୟୁଜର୍ସି ସହରରେ ଗୁଳିକାଣ୍ଡ । ଏହି ଗୁଳିମାଡରେ ଜଣେ ପୋଲିସ ଅଧିକାରୀ ସମେତ ଛଅଜଣଙ୍କର ମୃତ୍ୟୁ ହୋଇଛି । ପୋଲିସକୁ ଜରୁରୀକାଳୀନ ସେବା ପାଇଁ ଘଟଣସ୍ଥାଳକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ନ୍ୟୁଜର୍ସିର ଅଂଚଳରେ ଥିବା ଏକ ଷ୍ଟୋର ବାହାରେ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବେୟ୍ୟୁ ଓ ମାର୍ଟିନ ଲୁଥର କିଙ୍ଗ ରୋଡ ନିକଟରେ ଅପରାହ୍ନ ସମୟରେ ହୋଇଥିବା ଗୁଳିମାଡ଼ ପରେ ଅଂଚଳରେ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଜରୁରୀକାଳୀନ ଭିତ୍ତିରେ ସ୍କୁଲ ଓ ଅନ୍ୟ ସାର୍ବଜନୀନ ସ୍ଥଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହା ପରେ ସ୍ୱାଟ ସମେତ ପୋଲିସକୁ ଜରୁରୀକାଳୀନ ସେବା ପାଇଁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଗୁଳିକାଣ୍ଡ ଘଟଣାରେ ଜଣେ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ମଧ୍ୟ ନିହତ ହୋଇଛନ୍ତି । ସେହିପରି ୨ ଜଣ ସଦିଗ୍ଧଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

   Related Posts