Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଗୋଳନ୍ଥରା ପୋଲିସ ଦ୍ବାରା ୬ଡକାୟତ ଗିରଫ

29/01/2019 at 5:54 PM

ବ୍ରହ୍ମପୁର ୨୯|୧: ଗୋଳନ୍ଥରା ପୋଲିସ ଦ୍ବାରା ୬ଜଣ ଡକାୟତ ଗିରଫ ହୋଇଛନ୍ତି । ଗତକାଲି ଚିକିଟି- ଟାମଣା ରାସ୍ତାରେ ଡକାୟତି କରିଥିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ। ଗୋଟିଏ ବନ୍ଧୁକ, ଗୋଟିଏ ମୋଟରସାଇକେଲ, ଦୁଇଟି ଖଣ୍ଡା ଜବତ କରିଥିବା ସୂଚନା ଦେଲେ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା।

   Related Posts