ଗୋଳନ୍ଥରା ପୋଲିସ ଦ୍ବାରା ୬ଡକାୟତ ଗିରଫ

Published By : Prameya-News7 Bureau | January 29, 2019 IST

ବ୍ରହ୍ମପୁର ୨୯|୧: ଗୋଳନ୍ଥରା ପୋଲିସ ଦ୍ବାରା ୬ଜଣ ଡକାୟତ ଗିରଫ ହୋଇଛନ୍ତି । ଗତକାଲି ଚିକିଟି- ଟାମଣା ରାସ୍ତାରେ ଡକାୟତି କରିଥିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ। ଗୋଟିଏ ବନ୍ଧୁକ, ଗୋଟିଏ ମୋଟରସାଇକେଲ, ଦୁଇଟି ଖଣ୍ଡା ଜବତ କରିଥିବା ସୂଚନା ଦେଲେ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.