Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୬ଟି ବଲରେ ୬ଟି ଛକା ମାରିବା ଦକ୍ଷତା ଏହି ଖେଳାଳିଙ୍କ ପାଖରେ ରହିଛି…

18/07/2019 at 4:36 PM

ନୂଆଦିଲ୍ଲୀ୧୮|୭: କ୍ରିକେଟ ଜଗତରେ ବହୁ ଅଭିଜ୍ଞ ଖେଳାଳୀ ଅଛନ୍ତି ହେଲେ ଗୋଟିଏ ଓଭର ୬ଟି ଛକା ମାରିବା ଦକ୍ଷତା ବହୁତ କମ୍ ଖେଳାଳିଙ୍କ ପାଖରେ ଅଛି। ଅତୀତରେ ୟୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ। କ୍ରିକେଟ ଜଗତର ୬ ଜଣ ଖେଳାଳିଙ୍କ ଗୋଟିଏ ଓଭରରେ ୬ଟି ମାରିବାର ଦକ୍ଷତା ରହିଛି।

୧- ଭାରତୀୟ ଟିମର ଦମଦାର ଖେଳାଳି ହାର୍ଦ୍ଦିକ ପାଣ୍ଡିୟା ତାଙ୍କ ଖେଳକୁ ସବୁ କ୍ରିକେଟପ୍ରେମୀ ପସନ୍ଦ କରନ୍ତି। ୨୦୧୯ ବିଶ୍ବକପରେ ଯଦିଓ ଭଲ ଖେଳ ପ୍ରଦର୍ଶନ କରିପାରି ନଥିଲେ। ତଥାପି ଗୋଟିଏ ଓଭରରେ ୬ଟି ଛକା ମାରିବାର ଦକ୍ଷତା ତାଙ୍କ ପାଖରେ ରହିଛ ।

୨- ଅଷ୍ଟ୍ରେଲିଆର ଡାଭିଡ଼ ଓ୍ବାର୍ନର ଜଣେ ସୁଦକ୍ଷ ଖେଳାଳି ଭାବେ ପରିଚିତ । ଅଷ୍ଟ୍ରେଲିଆ ଟିମର ଦମଦାର ଓପନର ଡାଭିଡ଼ ଗୋଟିଏ ଓଭରରେ ୬ଟି ଛକା ମାରି ପାରିବେ।

୩- ଭାରତୀୟ କ୍ରିକେଟ ଟିମର ରୋହିତ ଶର୍ମା ଜଣେ ଧୂଆଁଦାର ଖେଳାଳି। ପ୍ରତ୍ୟେକ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଥାଏ। ଚଳିତ ବିଶ୍ବକପରେ ୩ଟି ଶତକ ହାସଲ କରିଛନ୍ତି। ଯଦି ତାଙ୍କ ଦକ୍ଷତା କଥା କହିବା ତେବେ ସେ ୧ ଓଭରରେ ୬ଟି ଛକା ମାରି ପାରିବେ।

୪- ବଡ଼ ସଟ ଖେଳିବାର ମାଷ୍ଟର ବେନ ଷ୍ଟୋକ୍ସ । ତାଙ୍କ ଲମ୍ବା ସଟରୁ ଜଣା ପଡ଼େ ଯେ, ସେ ଓଭରରେ ୬ଟି ଛକା ମାରିପାରିବେ।

୫- ଜହନି ବେୟରଷ୍ଟୋ ଜଣେ ଧୂଆଁଦାର ଖେଳାଳି। ପ୍ରତ୍ୟେକ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଥାଏ। ତାଙ୍କ ବ୍ୟାଟ ଚାଳନା ଅତି ଚମତ୍କାର। ସେ ବଡ଼ ସଟ ଖେଳିବାର ମଧ୍ୟ ମାହିର ତେଣୁ ୧ ଓଭରରେ ୬ଟି ଛକା ସେ ମାରି ପାରିବେ।

୬- ଇଂଲଣ୍ଡର ଟିମର ଅଧିନାୟକ ୟୁଓନ ମୋର୍ଗାନ ଜଣେ ସୁଦକ୍ଷ  ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ଟିମର ବିପର୍ଯ୍ୟସ୍ତ ପରିସ୍ଥିତିରେ ଟିମର ଭାର ସମ୍ଭାଳିଥାନ୍ତି। ଚଳିତ ବିଶ୍ବକପରେ ସେ ୧୭ଟି ଛକା ମାରିଥିଲେ। ତାଙ୍କ ବ୍ୟାଟିଂ ଚାଳନା ଅତି ଚମତ୍କାର ତେଣୁ ୧ ଓଭରରେ ୬ଟି ଛକା ମୋର୍ଗାନ ମାରି ପାରନ୍ତି।

   Related Posts