Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଭୁବନେଶ୍ୱରରେ ସିଟି ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ, ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସହ ଜୀ୫ର ଫ୍ରି ସବସ୍କ୍ରିପସନ୍ ଓ ଅନେକ ଆକର୍ଷଣୀୟ ଅଫର୍

15/10/2020 at 6:47 PM

ଭୁବନେଶ୍ୱର, ୧୫ ।୧୦:  ଭୁବନେଶ୍ୱରରେ  ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିଛି ସିଟି ବ୍ରଡବ୍ୟାଣ୍ଡ୍ । ୟୁଜରଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବାକୁ ସିଟି ବ୍ରଡବ୍ୟାଣ୍ଡ୍ ଏହି ସେବା ଆରମ୍ଭ କରିଛି ।

କମ୍ପାନୀର କହିବାନୁସାରେ, ୟୁଜରଙ୍କୁ ଅନଲିମିଟେଡ୍ ଇଣ୍ଟରନେଟ୍ ମିଳିବ । ଏହାସହ ନେଟ୍ ସ୍ପିଡ୍ ରହିବ ୨୦ ଏମବିପିଏସରୁ ୫୦୦ ଏମବିପିଏସ ।

ଏହାସହ ଇଣ୍ଟରନେଟ୍ ସହ ଜୀ୫ର ଫ୍ରି ସବସ୍କ୍ରିପସନ୍ ମିଳିବ । ଯାହାର ବୈଦ୍ଧତା ରହିବ ୩୦ ଦିନ ।

ସିଟି ବ୍ରଡବ୍ୟାଣ୍ଡ ଲଞ୍ଚ୍ କରିଥିବା ନୂଆ ପ୍ଲାନର ଦାମ୍ ହେଉଛି ୬୫୦ ଟଙ୍କା । ଏଥିରେ ୫୦ ଏମବିପିଏସର ଅନଲିମିଟେଡ୍ ଡାଟା ୟୁଜରଙ୍କୁ ମିଳିବ । ଏହାସହ କମ୍ପାନୀ ଅନ୍ୟ ପ୍ଲାନ୍ ବାବଦରେ ମଧ୍ୟ ସୂଚନା ଦେଇଛି ।

   Related Posts