ଭୁବନେଶ୍ୱରରେ ସିଟି ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ, ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସହ ଜୀ୫ର ଫ୍ରି ସବସ୍କ୍ରିପସନ୍ ଓ ଅନେକ ଆକର୍ଷଣୀୟ ଅଫର୍

Published By : Prameya-News7 Bureau | October 15, 2020 IST

ଭୁବନେଶ୍ୱର, ୧୫ ।୧୦:  ଭୁବନେଶ୍ୱରରେ  ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିଛି ସିଟି ବ୍ରଡବ୍ୟାଣ୍ଡ୍ । ୟୁଜରଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବାକୁ ସିଟି ବ୍ରଡବ୍ୟାଣ୍ଡ୍ ଏହି ସେବା ଆରମ୍ଭ କରିଛି ।

{"id":345048,"sizeSlug":"large"}

କମ୍ପାନୀର କହିବାନୁସାରେ, ୟୁଜରଙ୍କୁ ଅନଲିମିଟେଡ୍ ଇଣ୍ଟରନେଟ୍ ମିଳିବ । ଏହାସହ ନେଟ୍ ସ୍ପିଡ୍ ରହିବ ୨୦ ଏମବିପିଏସରୁ ୫୦୦ ଏମବିପିଏସ ।

{"id":345049,"sizeSlug":"large"}

ଏହାସହ ଇଣ୍ଟରନେଟ୍ ସହ ଜୀ୫ର ଫ୍ରି ସବସ୍କ୍ରିପସନ୍ ମିଳିବ । ଯାହାର ବୈଦ୍ଧତା ରହିବ ୩୦ ଦିନ ।

{"id":345051,"sizeSlug":"large"}

ସିଟି ବ୍ରଡବ୍ୟାଣ୍ଡ ଲଞ୍ଚ୍ କରିଥିବା ନୂଆ ପ୍ଲାନର ଦାମ୍ ହେଉଛି ୬୫୦ ଟଙ୍କା । ଏଥିରେ ୫୦ ଏମବିପିଏସର ଅନଲିମିଟେଡ୍ ଡାଟା ୟୁଜରଙ୍କୁ ମିଳିବ । ଏହାସହ କମ୍ପାନୀ ଅନ୍ୟ ପ୍ଲାନ୍ ବାବଦରେ ମଧ୍ୟ ସୂଚନା ଦେଇଛି ।

{"id":345052,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.