ନୂଆପଡା୫୧୭/୭: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଖରିଆର ରୋଡ ଟାଉନ ହଲ୍ ପାଖରେ ପଲିଥିନ ଭିତରୁ ମିଳିଛି ଶିଶୁକନ୍ୟାର ମୃତଦେହ। କୁକୁରଟି ମୃତଦେହ ଟାଣି ଆଣିବା ପରେ ଲୋକେ ଦେଖିଥିଲେ। ଜନ୍ମ ହେବା ପରେ କେହି ଜଣେ ଶିଶୁଟିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖରିରର ରୋଡ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍ର ପହଁଞ୍ଚି ତଦନ୍ତ ଜାରି ରଖିଛି। କେବଳ ଗୋଟିଏ ଘଟଣା, ଏଭଳି ବାରମ୍ବାର ଘଟଣା ସାମ୍ନାକୁ ଆସୁଛି।
ଦେଶରେ ଲାଗୁ ହେଉ ‘ଉତ୍ତରାଧିକାରୀ କର’, ଧନୀମାନଙ୍କ ସମ...