Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାହା ହେଲେ ନେହୁପ୍ରୀତ, ପଞ୍ଜାବରେ ହେବ ରିସେପସନ

25/10/2020 at 9:52 AM

ନୂଆଦିଲ୍ଲୀ ୨୫/୧୦: ସରିଲା ବଲିଉଡ ସିଙ୍ଗର ନେହା କକ୍କଡଙ୍କ ବାହାଘର। ସେ କଣ୍ଠଶିଳ୍ପୀ ରୋହନ ପ୍ରୀତଙ୍କୁ ଦିଲ୍ଲୀ ଗୁରୁଦ୍ବାରରେ ପୂରା ରୀତିନୀତି ସହ ବିବାହ କରିଛନ୍ତି। ତେବେ ବାହାଘରରେ କେବଳ ସେମାନଙ୍କର ପରିବାର ଲୋକ ଓ କେତେକ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ। ଏବେ ନେହା ଓ ରୋହନପ୍ରୀତ ଓରଫ ନେହୁପ୍ରୀତଙ୍କ ବାହାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାହାଘର ଯୋଡାରେ ବେଶ ସୁନ୍ଦର ଦିଶୁଛନ୍ତି ନେହା। କେବଳ ସେତିକି ନୁହେଁ ରୋହନ ନଜର ଆସିଛନ୍ତି ସେରଓ୍ବାନି ଓ ପଗଡ଼ିରେ। ଦୁହିଁଙ୍କ ଆଉଟଫିଟ୍ ଥିଲା ପ୍ରାୟ ସମାନ ରଙ୍ଗର । ବାହାଘର ହେବା ପୂର୍ବରୁ ଦୁହିଁଙ୍କୁ ନେଇ ବେଶ ଚର୍ଚା ଚାଲିଥିଲା। ନେହାଙ୍କ ହଳଦି ଓ ମେହେନ୍ଦି ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏବେ ଯେତେବେଳେ ବାହାଘର ଶେଷ ହୋଛି ରିସେପସନ ପ୍ରସ୍ତୁତି ଆରମ୍ଭ ହୋଇଛି। ବାହାଘରର ଗ୍ରାଣ୍ଡ ରିସେପସନ ପଞ୍ଜାବରେ ଆ​‌ୟୋଜନ ହେବ।

ନିକଟରେ ଦୁହିଁଙ୍କର ଏକ ଭିଡ଼ିଓ ଆଲବମ ରିଲିଜ ହୋଇଥିଲା। ସେହି ଗୀତକୁ ନେହା ଲେଖିଥିଲେ। ଗୀତର କିଛି ଅଂଶକୁ ରୋହନ ମଧ୍ୟ ଗାଇଛନ୍ତି।

   Related Posts