Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

କରୋନା ଗୀତ ଗାଇ ହରଡ଼ଘଣାରେ ପଡ଼ିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର… ଶୁଣନ୍ତୁ ବିବାଦୀୟ ସଙ୍ଗ୍

16/03/2020 at 10:14 PM

ଭୁବନେଶ୍ୱର ୧୬-୦୩ : କରୋନା ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ଆଉ ଏହି ଶବ୍ଦଟି ମଧ୍ୟ ଏବେ ଖୁବ୍‌ ଭାଇରାଲ । ସବୁଠି ଖାଲି କରୋନା କରୋନା।  ଦେଶ ସାରା ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।  ଏଭଳି ଭିତରେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୀତକୁ ନେଇ ବିବାଦ ଘନେଇଛି ।

ସୂଚନା ମୁତାବକ , ଯେଉଁ ସମୟରେ କରୋନାକୁ ନେଇ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନର ସୂତ୍ର । ଲୋକେ ଖୁବ୍‌ ଭୀତତ୍ରସ୍ତରେ ଦିନ ବିତାଉଛନ୍ତି । ଗୋଟିଏ ପରେ ଗୋଟିଏ ଲୋକଙ୍କୁ କବଳିତ କରୁଛି କରୋନା ଭାଇରସ। ଆଉ ସେତିକି ବେଳେ ହ୍ୟୁମାନ ସାଗରଙ୍କ ଗୀତ ‘ଝିଅ ନୁହେଁ କୁ କରୋନା ଭାଇରସ’ ଗୀତକୁ ବିରୋଧ କରାଯାଇଛି । ଏହାକୁ ବିରୋଧ କରିଛନ୍ତି ଓଡ଼ିଶାର ନାମକରା ସଙ୍ଗୀତଜ୍ଞମାନେ ।

ସଙ୍ଗୀତଜ୍ଞ ସଂଗୀତା ଗୋସାଇଁ କହିଛନ୍ତି ଏହି ସମୟରେ ଏ ପ୍ରକାର ଗୀତ ନିନ୍ଦନୀୟ ।  ଏଭଳି ଗୀତ ଉଚିତ୍‌ ନଥିଲା ବୋଲି ମଧ୍ୟ କହିଛନ୍ତି ଆଉ ଜଣେ ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ପ୍ରଶାନ୍ତ ପାଢ଼ୀ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତକୁ ସର୍ବସମ୍ମୁଖରେ ବିରୋଧ କରିଛନ୍ତି ଏହି ସଙ୍ଗୀତଜ୍ଞମାନେ ।  

   Related Posts