Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୀତିକାର ଆଡାମ୍ ଶ୍ଲେସିଙ୍ଗରଙ୍କ ୫୨ ବର୍ଷ ବୟସରେ ଦେହାନ୍ତ, କରୋନା ଭାଇରସ୍‌ରେ ଥିଲେ ଆକ୍ରାନ୍ତ

2/04/2020 at 9:45 AM

ନ୍ୟୁ ଜର୍ସି ୨।୪: ଗ୍ରାମୀ ଏବଂ ଏମି ବିଜେତା ଗାୟକ ତଥା ରକ୍ ବ୍ୟାଣ୍ଡ ଫାଉଣ୍ଟେନ୍ସ ଅଫ୍ ୱେନ ପାଇଁ ଜଣାଶୁଣା ଗୀତିକାର ଆଡାମ ଶ୍ଲେସିଙ୍ଗର୍ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ତାଙ୍କର ଦେହାନ୍ତ ହୋଇଛି । ଭେରାଇଟି ପକ୍ଷରୁ ଏନେଇ ରିପୋର୍ଟ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲେ ।

ଆଡାମ ବ୍ୟାଣ୍ଡ ଫାଉଣ୍ଟେନ୍ସ ଅଫ୍ ୱେନର ବ୍ୟାସ ପ୍ଲେୟାର ଏବଂ ସହ-ଗୀତିକାର ଥିଲେ । ଷ୍ଟେସିସ୍ ମମ୍ ଏବଂ ହେ ଜୁଲି ପରି ହିଟ୍ ସଙ୍ଗୀତ ପରିବେଷଣ କରିଥିଲେ | ଗଲ୍ଡେନ୍ ଗ୍ଲୋବସ୍, ଟୋନିସ୍, ଗ୍ରାମିସ୍ ଏବଂ ଏମିସ୍ ସମେତ ସମସ୍ତ ପ୍ରମୁଖ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ସେ ୨୦୦୯ରେ ଏକ କଲବର୍ଟ ଖ୍ରୀଷ୍ଟମାସ ପାଇଁ ଗ୍ରାମି ଜିତିଥିଲେ । ସେ ତିନୋଟି ଏମି ମଧ୍ୟ ଜିତିଥିଲେ । ସେ ‘ହ୍ୟାଙ୍କ୍ସ ଫିଲ୍ମ ଦି ଥିଙ୍ଗ୍ ୟୁ ଡୁ’ର ଟାଇଟଲ୍ ଟ୍ରାକ୍ ପଛରେ ଗୀତିକାର ଥିଲେ, ଯେଉଁଥିପାଇଁ ତାଙ୍କୁ ଓସ୍କାର ଏବଂ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।

ନିକଟରେ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ଅଭିନେତା ଟମ୍ ହ୍ୟାଙ୍କ ଟ୍ବିଟରରେ ଆଡାମଙ୍କ ମୃତ୍ୟୁକୁ ନେଇ ତାଙ୍କ ଟ୍ବିଟର ଆକାଉଣ୍ଟରେ ଜଣାଇଛନ୍ତି । ଡ୍ୟାସବୋର୍ଡ କନଫେସନାଲର କ୍ରିସ୍ କାରାବବା ମଧ୍ୟ ଶ୍ଲେସିଙ୍ଗରଙ୍କ ମୃତ୍ୟୁକୁ ନେଇ ଟ୍ବିଟ୍ କରିଛନ୍ତି । ଗୀତିକାର ଡିଆନ୍ ୱାରେନ୍ ମଧ୍ୟ ଏନେଇ ଟ୍ବିଟ୍ କରିଛନ୍ତି ।

   Related Posts