Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଇଣ୍ଡିଗୋ ବିମାନରେ ଲିକେଜ : ୫ଘଣ୍ଟା ପରେ ଅନ୍ୟ ବିମାନ ଉଡ଼ିଲା ସିଙ୍ଗାପୁର

2/01/2020 at 12:06 PM

ନାଗପୁର ୨/୧: ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ଇଣ୍ଡିଗୋ ବିମାନରେ ଲିକେଜ କାରଣରୁ ଅସୁବିଧା ହେବା ଯୋଗୁଁ ନାଗପୁର ଡାଇଭର୍ଟ କରାଗଲା।

 ଇଣ୍ଡିଗୋ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା ଯେ ,‘ ବର୍ତ୍ତମାନ ଏୟାରକ୍ରାଫ୍ଟର ଯାଞ୍ଚ କରାଯାଉଛି। ଏହା ବଦଳରେ ଅନ୍ୟ ଏୟାରକ୍ରାଫ୍ଟର ବ୍ୟବସ୍ଥା କରାଯାଇଛି ଯାହା ୫ଘଣ୍ଟା ବିଳମ୍ବରେ ଯାତ୍ରୀଙ୍କୁ ନେଇ ବାହାରିଥିଲା।

   Related Posts