Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

BWF ବିଶ୍ବ ଟୁର୍‌ ଫାଇନାଲ୍ସର ଫାଇନାଲରେ ପି.ଭି. ସିନ୍ଧୁ, ରୋମାଞ୍ଚକର ମ୍ୟାଚରେ ଜାପାନ ଖେଳାଳିଙ୍କୁ ଦେଲେ ମାତ୍‌

4/12/2021 at 6:07 PM

ବାଲୀ ୦୪/୧୨ : ବିଶ୍ବ ଟୁର୍‌ ଫାଇନାଲ୍ସର ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍‌ ଷ୍ଟାର ପିଭି ସିନ୍ଧୁ । ଏହି ଟୁର୍ଣ୍ଣାମେଣ୍ଟ​‌ରେ ପ୍ରତିପକ୍ଷ ଜାପାନ ବ୍ୟାଟମିଣ୍ଟନ ଖେଳାଳି ଅକାନେ ୟାମାଗୁଚୀଙ୍କୁ ହରାଇ ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି । ରୋମାଞ୍ଚକର ମୁକାବିଲାରେ ଜାପାନ ଖେଳାଳିଙ୍କୁ ୨୧-୧୫, ୧୫-୨୧, ୨୧-୧୯ ସେଟ୍‌​‌ରେ ହରାଇଛନ୍ତି ସିନ୍ଧୁ ।

ବିଶ୍ବ ରାଙ୍କିଂର ୭ମ ସ୍ଥାନରେ ଥିବା ପିଭି ସିନ୍ଧୁ, ତୃତୀୟ ସ୍ଥାନରେ ଥିବା ଜାପାନ ଖେଳାଳିଙ୍କ ବିପକ୍ଷରେ ରେକର୍ଡ ୧୨-୮ ରହିଛି । ଟୋକିୟୋ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁ, ଫ୍ରେଞ୍ଚ ଓପନ୍‌, ଇଣ୍ଡୋନେସିଆ ମାଷ୍ଟର୍ସ ଏବଂ ଇଣ୍ଡୋନେସିଆ ଓପନ୍‌ରେ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ । ଗତ ମାର୍ଚ୍ଚ ମାସରେ ସ୍ବିସ୍‌ ଓପନ୍‌ ଫାଇନାଲରେ ପରାଜିତ ହୋଇଥିଲେ ସିନ୍ଧୁ । ଏବେ ବିଶ୍ବ ଟୁର୍‌ ଫାଇନାଲ୍ସର ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିବା ପରେ ପୁଣି ଟାଇଟଲ ଆଶା ଉୁଜ୍ଜୀବୀତ କରିଛନ୍ତି ପିଭି ସିନ୍ଧୁ ।

   Related Posts