Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

6 ବର୍ଷ ହେବ ସେତୁ ନିର୍ମ।ଣ ସରିଛି କିନ୍ତୁ ସଂଯୋଗୀକରଣ ରାସ୍ତା ନାହିଁ

18/07/2018 at 12:16 PM

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବନ୍ଧପାଟଣାଠାରେ ବ୍ରାହ୍ମଣୀସେତୁର ଶାଖା ଉପରେ ଓସ୍ତିଆ , ନଗଡ ଓ ବନ୍ଧପାଟଣା 3ଟି ଗାଁ ର ପ୍ରାୟ15 ହଜାର ଲୋକେ ଏକ ଭଙ୍ଗା କାଠପୋଲ ଉପରେ ଯାତାୟତ କରୁଛନ୍ତି । କାରଣ 6 ବର୍ଷହେବ ନୂତନ ପୋଲ ନିର୍ମ।ଣ ହୋଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନାହିଁ । ଆଜି ହେବ କାଲି ହେବ କହି ସମୟ ଗଡାଇ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ପୋଲ କାର୍ଯୟସମୁର୍ଣ୍ଣ ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧତ୍କାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ସାରିଲେଣି । କିନ୍ତୁ ଫଳ କିଛି ନାହିଁ। ଆଗକୁ ବର୍ଷଦିନ ଆସୁଥିବାରୁ ଉଚ୍ଚ ଜୁଆରରେ କାଠ ପୋଲ ବୁଡି ଯାଏ ଆଉକିପରି ଯାତାୟତ କରିବ ସନେଇ ଚିନ୍ତାରେ ୩ ଗୋଟି ଗାଁ ର ଅଧିବାସୀମାନେ ।

   Related Posts