6 ବର୍ଷ ହେବ ସେତୁ ନିର୍ମ।ଣ ସରିଛି କିନ୍ତୁ ସଂଯୋଗୀକରଣ ରାସ୍ତା ନାହିଁ

Published By : Prameya-News7 Bureau | July 18, 2018 IST

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବନ୍ଧପାଟଣାଠାରେ ବ୍ରାହ୍ମଣୀସେତୁର ଶାଖା ଉପରେ ଓସ୍ତିଆ , ନଗଡ ଓ ବନ୍ଧପାଟଣା 3ଟି ଗାଁ ର ପ୍ରାୟ15 ହଜାର ଲୋକେ ଏକ ଭଙ୍ଗା କାଠପୋଲ ଉପରେ ଯାତାୟତ କରୁଛନ୍ତି । କାରଣ 6 ବର୍ଷହେବ ନୂତନ ପୋଲ ନିର୍ମ।ଣ ହୋଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନାହିଁ । ଆଜି ହେବ କାଲି ହେବ କହି ସମୟ ଗଡାଇ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ପୋଲ କାର୍ଯୟସମୁର୍ଣ୍ଣ ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧତ୍କାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରି ସାରିଲେଣି । କିନ୍ତୁ ଫଳ କିଛି ନାହିଁ। ଆଗକୁ ବର୍ଷଦିନ ଆସୁଥିବାରୁ ଉଚ୍ଚ ଜୁଆରରେ କାଠ ପୋଲ ବୁଡି ଯାଏ ଆଉକିପରି ଯାତାୟତ କରିବ ସନେଇ ଚିନ୍ତାରେ ୩ ଗୋଟି ଗାଁ ର ଅଧିବାସୀମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.