Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ହାତରେ ରହୁନାହିଁ ଦରମା ! ରବିବାର ଦିନ କରନ୍ତୁ ଏହି ସରଳ ଉପାୟ

25/05/2019 at 12:07 PM

ଭୁବନେଶ୍ୱର ୨୫/୫ : ସୁଖ ଶାନ୍ତିରେ ଚଳିବା ପାଇଁ ଆମେ ଦିନ ରାତି ପରିଶ୍ରମ କରିଥାଉ । କଠିନ ପରିଶ୍ରମ ସତ୍ୱେ ଆମକୁ ସଫଳତା ମିଳିନଥାଏ । ଏତେ ପରିଶ୍ରମ କରିବା ପରେ ମଧ୍ୟ ହାତରେ ଟଙ୍କାଟିଏ ରହେ ନାହିଁ । ମାସ ସରିଆସିଲା ବେଳକୁ ଚଳିବା ପାଇଁ ଅନ୍ୟ ଆଗରେ ହାତ ପାତାଇବାକୁ ପଡିଥାଏ । ଯଦି ଠିକ ଏହିଭଳି ପରିସ୍ଥିତିର ସାମ୍ନା ଆପଣ ମଧ୍ୟ କରୁଛନ୍ତି ତାହେଲେ ରବିବାର ଦିନ କିଛି ସରଳ ଉପାୟ ଜରିଆରେ ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆପଣ ମଧ୍ୟ ଜାଣିଥିବେ ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କୁ ଯଶ ଏବଂ ବୈଭବ ଦେବତା ବୋଲି ବିଶ୍ୱାସ କରାଯାଏ । ରବିବାର ସୂର୍ଯ୍ୟ ବା ରବିଙ୍କ ଦିନ । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ । ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ଏହାସହ ଧନଧାନ୍ୟ ମଧ୍ୟ ବଢିଥାଏ । ଆସନ୍ତୁ ଜାଣିବା କିଛି ସରଳ ଉପାୟ :

  • ରବିବାର ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଗୋଟିଏ ଗ୍ଲାସରେ କ୍ଷୀର ଭର୍ତ୍ତି କରି ରଖିଦେବେ
  • ଶୋଇଥିବା ସମୟରେ ଆପଣଙ୍କ ହାତ ବାଜି କ୍ଷୀର ଗ୍ଲାସ ଯେମିତି ନପଡେ଼ ସେଥିପ୍ରତି ଦୃଷ୍ଟି ରଖିବେ
  • ପରବର୍ତ୍ତୀ ଦିନ ସ୍ନାନ କରି ଏହି କ୍ଷୀର ଗ୍ଲାସକୁ ନେଇ କୌଣସି ଏକ ବବୁଲ ଗଛ ମୂଳରେ ଢ଼ାଲିଦେବେ
  • ପ୍ରତ୍ୟେକ ରବିବାର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆପଣଙ୍କୁ ସୁଖ ସମୃଦ୍ଧି ମଧ୍ୟ ମିଳିବ

   Related Posts