Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶିଳ୍ପପତି ମହିମା ମିଶ୍ରଙ୍କ ପତ୍ନୀ ବିୟୋଗ : ଓଏସଏଲ ତାଲଚେର ଶାଖା ପକ୍ଷରୁ ଶୋକସଭା

23/07/2021 at 12:11 PM

ଅନୁଗୋଳ,୨୩/୦୭:   ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଓଏସଏଲ କମ୍ପାନୀର ମ୍ୟାନେଜିଂ ଡ଼ାଇରେକ୍ଟର ମହିମାନନ୍ଦ ମିଶ୍ରଙ୍କ ଧର୍ମ ପତ୍ନୀ ମିନତୀ ମିଶ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି ।  କଟକ ଓଡ଼ିଆ ବଜାରସ୍ଥିତ ବାସଭବନରେ ମିନତୀ ମିଶ୍ର ଶେଷନିଶ୍ୱାସ ତ୍ୟାଗ କରିଛନ୍ତି l

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଓଏସଏଲ କମ୍ପାନୀ ତାଳଚେର ଶାଖା ପକ୍ଷରୁ ଏକ ଶୋକସଭା ତାଳଚେରରେ ଅନୁଷ୍ଠିତ ହୋଇଯାଇଛି l କମ୍ପାନୀର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସୋମେନ ଭଟ୍ଟାଚାର୍ଯ୍ୟ,ଏଜିଏମ ସଞ୍ଜୟ କୁମାର ନାୟକ ଏବଂ ମ୍ୟାନେଜର ସୁବ୍ରତ  ଦାସଙ୍କ ନେତୃତ୍ୱରେ ଏକ ଶୋକସଭା  କରାଯାଇ ମିନତୀ ମିଶ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଦିଆ ଯାଇଥିଲା l  ଏହା ସହିତ ପରିବାର ପକ୍ଷରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ବର୍ଗତାଃ ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା l

   Related Posts