ଶିଳ୍ପାଙ୍କ ନାଗିନ ଡ୍ୟାନ୍ସ ଭାଇରାଲ୍ : ଲାଲ ଶାଢ଼ୀରେ ହଟ୍ ଏବଂ ସେକ୍ସି ଲୁକରେ ଆସିଲେ ନଜର

Published By : Prameya-News7 Bureau | March 11, 2020 IST

ମୁମ୍ବାଇ ୧୧/୩: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିକଟରେ ସରୋଗେସି ଦ୍ବାରା ଦ୍ବିତୀୟ ଥର ମାଆ ହୋଇଛନ୍ତି। ଶିଳ୍ପା ସେଟ୍ଟୀ ନିଜ ଚମତ୍କାର ଡ୍ୟାନ୍ସ ଯୋଗୁଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ଶିଳ୍ପା ସେଟ୍ଟୀଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

wp:html
@theshilpashetty

Nagin Thumka?? ##nagindance ##bollywood ##fyp ##trending ##duetwithshilpa

♬ Vrushali Vachhiyat Remix - Vrushali Vachhiyat
/wp:html

ଟିକଟକରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ୪୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହି ଗୀତରେ ଶିଳ୍ପା ସେଟ୍ଟୀଙ୍କ ଲୁକ୍ ଦେଖିବା ଯୋଗ୍ୟ ହୋଇଛି। ଲାଲ ରଙ୍ଗର ଶାଢ଼ୀରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଛନ୍ତି।

{"id":236603,"sizeSlug":"large"}

ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ଶିଳ୍ପା ସେଟ୍ଟୀ ନିଜ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇ ଯାଇଛନ୍ତି। ଶିଳ୍ପା ଫିଲ୍ମ ‘ହଙ୍ଗାମା ୨’ ଏବଂ ‘ନିକମ୍ମା’ରେ ନଜର ଆସିବେ।

{"id":236604,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.