Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶିଳ୍ପାଙ୍କ ନାଗିନ ଡ୍ୟାନ୍ସ ଭାଇରାଲ୍ : ଲାଲ ଶାଢ଼ୀରେ ହଟ୍ ଏବଂ ସେକ୍ସି ଲୁକରେ ଆସିଲେ ନଜର

11/03/2020 at 5:01 PM

ମୁମ୍ବାଇ ୧୧/୩: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିକଟରେ ସରୋଗେସି ଦ୍ବାରା ଦ୍ବିତୀୟ ଥର ମାଆ ହୋଇଛନ୍ତି। ଶିଳ୍ପା ସେଟ୍ଟୀ ନିଜ ଚମତ୍କାର ଡ୍ୟାନ୍ସ ଯୋଗୁଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ଶିଳ୍ପା ସେଟ୍ଟୀଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

@theshilpashetty

Nagin Thumka🤪💥 ##nagindance ##bollywood ##fyp ##trending ##duetwithshilpa

♬ Vrushali Vachhiyat Remix – Vrushali Vachhiyat

ଟିକଟକରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ୪୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହି ଗୀତରେ ଶିଳ୍ପା ସେଟ୍ଟୀଙ୍କ ଲୁକ୍ ଦେଖିବା ଯୋଗ୍ୟ ହୋଇଛି। ଲାଲ ରଙ୍ଗର ଶାଢ଼ୀରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ଶିଳ୍ପା ସେଟ୍ଟୀ ନିଜ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇ ଯାଇଛନ୍ତି। ଶିଳ୍ପା ଫିଲ୍ମ ‘ହଙ୍ଗାମା ୨’ ଏବଂ ‘ନିକମ୍ମା’ରେ ନଜର ଆସିବେ।

   Related Posts