କୋଭିଡ୍ କଟକଣା ଉଲଂଘନ ଅଭିଯୋଗ, ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ

Published By : Prameya-News7 Bureau | April 06, 2021 IST

ଭୁବନେଶ୍ବର ୬।୪: କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ନିର୍ଦ୍ଦେଶନାମା ସିଲିକନ୍ ଶିକ୍ଷାନୁଷ୍ଠାନ ବନ୍ଦ ହେଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଶିକ୍ଷାନୁଷ୍ଠାନକୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏ ନେଇ ସନ୍ତୋଷଜନକ ଉତ୍ତର ରଖିପାରିଲେନି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।

{"id":433973,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.