Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳିରେ ଶାନ୍ତିପୂର୍ଣ ମତଦାନ

29/04/2019 at 8:49 AM

କେନ୍ଦ୍ରାପଡା ୨୯/୪ : ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳିରେ ମତଦାନ ଆରମ୍ଭ ହୋଇଛି । ବୁଥ ଆଗରେ ବେଶ ଆଗ୍ରହ ସହକାରେ ଭୋଟରେ ମାନେ ଲମ୍ବା ଲାଇନି ଲଗାଇଛନ୍ତି | ମହାକାଳପଡା ବ୍ଲକର ପ୍ରଭାକରପୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୬୦, ୨୬୧ ଓ ୨୬୨ ନମ୍ବର ବୂଥରେ ସକାଳୁ ସକାଳୁ ବେଶ ଲମ୍ବା ଲାଇନି ଦେଖିବାକୁ ମିଳିଛି । ୨୬୦ ନମ୍ବର ବୂଥରେ ଇଭିଏମରେ ସାମାନ୍ୟ ତ୍ରୁଟି ଥିବାରୁ ୭ ଟା ୨୦ ରେ ଭୋଟ ଆରମ୍ଭ ହୋଇଥିଲା | ଏହାକୁ ନେଇ ଭୋଟରଙ୍କ ମନରେ ଟିକିଏ ଅସନ୍ତୋଷ ଦେଖାଦେଇଥିଲା । ପରେ ସମାଧାନ ପରେ ଶାନ୍ତିପୂର୍ଣ ଭାବେ ମତଦାନ ଚାଲିଛି ।

   Related Posts