Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଦାଢ଼ି ଟାଣିବାରୁ ପୋଲିସଙ୍କ ଉପରେ ରାଗିଗଲେ ଶିଖ ଯୁବକ : କଲେ ଏପରି କାଣ୍ଡ

11/04/2019 at 10:49 AM

ଶାମଲୀ ୧୧/୪: ଶାମଲୀରେ ରହୁଥିବା ଦୁଇ ଜଣ ଶିଖ ଯୁବକ ଏବଂ ଉତ୍ତରପ୍ରଦେଶ ପୋଲିସ ମଧ୍ୟରେ ହୋଇଥିବା ବିବାଦର ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଦୁଇ ଜଣ ଶିଖ ଯୁବକ ହାତରେ ଖଣ୍ଡା ଧରି ପୋଲିସକୁ ଧମକାଉଥିବା ଦେଖିବାକୁ ମିଳିଛି।

ଶିଖ ଯୁବକ ୨ଜଣ ଏହା ଅଭିଯୋଗ କରୁଛନ୍ତି ଯେ ହାଇଓ୍ବେ​ରେ ପୋଲିସ ତାଙ୍କ ଟ୍ରକ୍ ଅଟକାଇଛନ୍ତି ଏବଂ ଜବରଦସ୍ତି ତାଙ୍କୁ ତଳକୁ ଓହ୍ଲାଇ ଧକ୍କା ମାରି ତାଙ୍କ ଦାଢ଼ି ଟାଣିଛନ୍ତି। ଏଥିପାଇଁ ଶିଖ ଯୁବକ ରାଗି ତାଙ୍କ ଖଣ୍ଡା ବାହାର କରୁଛନ୍ତି।

ପୋଲିସଙ୍କ କହିବା ଅନୁସାରେ ସେମାନେ ବାରମ୍ବାର ହର୍ଣ୍ଣ ବଜାଇବା ସତ୍ବେ ଶିଖ ଯୁବକମାନେ ତାଙ୍କୁ ସାଇଡ ଦେଇନଥିଲେ। ଏହି କଥା ପାଇଁ ଯୁକ୍ତିତର୍କ ହେବାରୁ ଶିଶ ଯୁବକ ତାଙ୍କ ଖଣ୍ଡା ବାହାର କରି ଧମକାଇଥିଲେ। ଏହାପରେ ଏହି ୨ଯୁବକଙ୍କୁ ଥାନା ଅଣାଯାଇଥିଲା।

ଏହି ଭିଡିଓରେ ପୋଲିସ୍ ଶିଖ ଯୁବକଙ୍କୁ ଧକ୍କା ମାରି ଦାଢ଼ି ଟାଣୁଥିବା ଦେଖାଯାଇଛି। କିନ୍ତୁ ପୋଲିସ୍ ଏହାକୁ ଅସ୍ବୀକାର କରିଛି।

ଏହି ୨ଜଣ ଶିଖ ଯୁବକ ଡ୍ରାଇଭର। ସେମାନେ ମାଲ ପହଞ୍ଚାଇବା ପାଇଁ ଉତ୍ତରପ୍ରଦେଶ ଯାଉଥିଲେ।

   Related Posts