କାଯ୍ୟରେ ଅବହେଳା ପାଇଁ ଏସଆଇ ନିଲମ୍ବିତ
20/02/2020 at 5:07 PM

ଭଦ୍ରକ ୨୦/୨: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାର ଏସଆଇ ମହାପ୍ରସାଦ ନାୟକଙ୍କୁ କାଯ୍ୟରେ ଅବହେଳା ପାଇଁ ଆଇଜିଙ୍କ ନିର୍ଦେଶ କ୍ରମେ ଭଦ୍ରକ ଏସପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ଗତ ୧୫ତାରିଖ ଶନିବାର ଦିନ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସଙ୍କ ଭାଇ ଅଶୋକ କୁମାର ଦାସଙ୍କୁ ବାଲେଶ୍ବର ଜିଲ୍ଲା ସୋର ଅଂଚଳର କେତେକ ଯୁବକ ଅପହରଣ କରି ନେଇ ଥିଲେ। ସେହି ଘଟଣାରେ ଶ୍ରୀ ନାୟକ କାଯ୍ୟରେ ଅବହେଳା ପାଇଁ ଆଜି ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦେଶ କ୍ରମେ ଭଦ୍ରକ ଏସପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021