Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଆଜି କାର୍ତ୍ତିକ ଅମାବାସ୍ୟା ବା କାଳୀ ପୂଜା ; ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଆରାଧନା

6/11/2018 at 10:48 AM

ଭୁବନେଶ୍ବର ୬|୧୧:   ଆଜି କାର୍ତ୍ତିକ ଅମାବାସ୍ୟା ବା କାଳୀ ପୂଜା । ମହାନିଶା ପୂଜାର ପବିତ୍ର ତିଥି । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ଙ୍କ ପୀଠ । ବିଭିନ୍ନ ପୂଜା ମଣ୍ଡପରେ ମାଙ୍କର ଆରାଧନା କରାଯାଉଛି । ବିଶେଷ କରି ରାଜ୍ୟର ବିଭିନ୍ନ କାଳୀ ମନ୍ଦିରରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରଜଧାନୀରେ ଥିବା ଦୁଇଟି କାଳୀ ମନ୍ଦିରରେ ବିଶେଷ ପ୍ରସ୍ତୁତି କରାଯାଇଛି । ବରମୁଣ୍ଡାରେ ଥିବା ମା’ ଦକ୍ଷୀଣକାଳୀ ପୀଠ ଏବଂ ସତ୍ୟନଗରରେ ଥିବା ମା’ ସତ୍ୟକାଳୀ ବା ଶ୍ମଶାନ କାଳୀଙ୍କ ବେଶ ଖ୍ୟାତି ରହିଛି । କାହିଁ କେତେ ଦୂରୁ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି । ସେହିପରି ଭଦ୍ରକ ସହରଠାରୁ ମାତ୍ର ୯ କି.ମି ଦୂରରେ ଅବସ୍ଥାପିତ ମା’ ଭଦ୍ରକାଳୀଙ୍କ ପୀଠ । ପୂଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥାପିତ ଏହି ମା’ ଭଦ୍ରକାଳୀଙ୍କ ପୀଠ । ପବିତ୍ର କାଳୀପୂଜା ଉପଲକ୍ଷେ ପୀଠ ହୋଇଉଠୁଛି ଉତ୍ସବ ମୁଖର । ବହୁ ପୁରାତନ ଶକ୍ତି ପୀଠରେ ଚଳିତ ମାସ ୬ ତାରିଖ ଠାରୁ ୭ ଦିନ ପର୍ଯ୍ୟନ୍ତ ପୂଜାପାଠ, ଯଜ୍ଞ ଓ ନାମଯଜ୍ଞ ଚାଲିବ। ଏନେଇ ପୀଠରେ ହଇଛି ବ୍ୟାପକ ପ୍ରସ୍ତୁତି ।

   Related Posts