ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ ଶ୍ବେତାଙ୍କ କମାଲ: ଘୋଡାସବାରୀରେ ଜିତିଲେ ଗୋଲ୍ଡ ମେଡାଲ

Published By : Prameya-News7 Bureau | November 14, 2019 IST

ହରିୟାଣ୧୪/୧୧: ହରିୟାଣର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡାଙ୍କ ବୋହୂ ଶ୍ବେତା ମିର୍ଧା ହୁଡ୍ଡା ଅନ୍ତର୍ଜାତୀୟ ଘୋଡାସବାରୀରେ ଗୋଲ୍ଡ ମେଡାଲ ଜିତିଛନ୍ତି।

ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୬୨୪୫୬ ନମ୍ବର ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।  ଶ୍ୱେତା ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୭୩  ପଏଣ୍ଟରେ ପରାସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.