ଶ୍ରୀମନ୍ଦିର ନାଟମଣ୍ଡପର ବିମ୍ ରେ ଫାଟ
22/08/2018 at 6:31 PM

ଶ୍ରୀମନ୍ଦିର ନାଟମଣ୍ଡପର ଏକ ପ୍ରମୁଖ ବିମ୍ ରେ ଫାଟ । ପୁଣି ବିଭିନ୍ନ ସ୍ଥାନ ଦୁର୍ବଳ ହୋଇ ପଡ଼ିଛି । ୩ ଦିନ ଧରି ଶ୍ରୀମନ୍ଦିରର ତନ୍ନ ତନ୍ନ ଯାଞ୍ଚ ପରେ, ଏମିତି କହିଛନ୍ତି ବିଶେଷଜ୍ଞ ଦଳ । ଶ୍ରୀମନ୍ଦିରକୁ ବର୍ତ୍ତମାନ କୌଣସି ବିପଦ ନାହିଁ । ତଥାପି ମରାମତି ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ ଦଳ ।
Related Posts
କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?
19 May 2022