ଆଜି ଶ୍ରାବଣ ମାସର ତୃତୀୟ ସୋମବାର ; ଶୈବପୀଠରେ କାଉଡିଆଙ୍କ ଭିଡ
13/08/2018 at 4:19 AM

ଭୁବନେଶ୍ୱର ୧୩/୮ : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ହଜାର ହଜାର କାଉଡିଆ ବିଭିନ୍ନ ନଦୀରୁ ଜଳ ଆଣି ଭୋଳାବାବାବାଙ୍କୁ ଜଳାଭିଷେକ କରୁଛନ୍ତି । ସେଥିପାଇଁ ଭୁବନେଶ୍ବର ଏକ୍ର।ମ କ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶୈବପୀଠମାନଙ୍କରେ କାଉଡିଆମାନଙ୍କର ଲମ୍ବା ଧାଡି ଲାଗିଛି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦେ।ବସ୍ତ ମଧ୍ୟ କରାଯାଇଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021