ଦୀର୍ଘ ୪ ମାସ ପରେ ମାଲେସିଆରୁ ଓଡିଶା ଆସିଲା ଶ୍ରମଜୀବିଙ୍କ ମୃତଦେହ

Published By : Prameya-News7 Bureau | July 10, 2020 IST

ଖଲ୍ଳିକୋଟ୧୦/୭: ବର୍ତ୍ତମାନ କରୋନା କବଜାରେ ସାରା ବିଶ୍ବ। ସେହିପରି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ଗଞ୍ଜାମ ଜିଲ୍ଳା ଖଲ୍ଳିକୋଟ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାଲେସିଆ ରହି କାମ କରୁଥିବା ଜଣେ ଦାଦନଙ୍କ ମୃତ୍ୟୁର ୪ ମାସେ ପରେ ନିଜ ଗାଁକୁ ଫେରିଛି। ସେଠାରେ ତାଙ୍କର କିପରି ମୃ୍ତ୍ୟୁ ହୋଇଥିଲା, ସେ ସଂପର୍କରେ କୌଣସି ସୂଚନା ମିଳି ନାହିଁ। ମିଳିଥିବା ସୂଚନା ଅନୁସାରେ ମାଲେସିଆରେ ମୃତ୍ୟୁ କରିଥିବା ଯୁବକଙ୍କ ମର ଶରୀର ଦୀର୍ଘ ୪ ମାସ ପରେ ନିଜ ଗାଁ ଖଲ୍ଲିକୋଟ ବ୍ଳକ ବାଣିଆ ଗ୍ରାମରେ ପହଁଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.