ଶ୍ରାବଣ ମାସର ଶେଷ ସୋମବାର ; ଶୈବପୀଠରେ କାଉଡିଆଙ୍କ ଭିଡ
20/08/2018 at 4:26 AM

ଭୁବନେଶ୍ୱର ୧୯/୮ : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ମହା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର ପୀଠ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମସ୍ତକରେ ଜଳ ଲାଗି କରିବାକୁ କାଉଡିଆ ମାନେ ରାତି ଗୋଟାଏରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଧାଡିରେ ଜଗି ରହିଥିଲେ । ଶେଷ ସୋମବାର ହୋଇଥିବାରୁ କାଉଡିଆଙ୍କ ଅଧିକ ଗହଳି ଲାଗିଛି ବିଭିନ୍ନ ଶୈବପୀଠରେ । ରାଜଧାନୀର ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗର, ପୁରୁଣା ଷ୍ଟେସନ ବଜାର, କଳ୍ପନା ଛକରେରେ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ କାଉଡିଆ ମାନଙ୍କୁ ବିଭିନ୍ନ ସେବା ମାଗଣାରେ ଯୋଗାଇ ଦିଆଯାଇଛି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021