Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

୯୯% ଲୋକେ ଜାଣିନାହାନ୍ତି ରାତିରେ ଶୋଇବା ପୂର୍ବରୁ ଗାଧୋଇବାର ଗୂଢ଼ ରହସ୍ୟ : କିନ୍ତୁ ଆପଣ ଜାଣି ରଖନ୍ତୁ

6/06/2019 at 3:51 PM

ଅଧିକାଂଶ ଲୋକେ ସକାଳେ ସ୍ନାନ କରିଥାଆନ୍ତି। କିନ୍ତୁ କେତେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କର ରାତିରେ ଶୋଇବା ପୂର୍ବରୁ ଗାଧୋଇବାର ଅଭ୍ୟାସ ରହିଛି। ବିଶେଷଜ୍ଞଙ୍କ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ଅନେକ ଲାଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ

ଧୂଳି,ମାଟି ଏବଂ ଝାଳ ସଫା ହୋଇଥାଏ : ଦିନ ସାରା ଆମେ କାମ କରିଥାଉ,ଯାହା ଦ୍ବାରା ଧୂଳି,ମାଟି ଏବଂ ବର୍ଜ୍ୟ ଜିନିଷ ଜମା ହୋଇଯାଇଥାଏ। ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ପରିଷ୍କାର ପରିଚ୍ଛନ୍ନ ଲାଗିଥାଏ।

ନିଦ ଭଲ ହୋଇଥାଏ : ଦିନ ସାରା କାମ କରିବା ଦ୍ବାରା ଶରୀରର ତାପମାତ୍ରା ଅସାମାନ୍ୟ ହୋଇଯାଇଥାଏ,ତେଣୁ ଆମେ ଯେତେବେଳେ ରାତିରେ ଗାଧୋଇଥାଉ ସେତେବେଳେ ଶରୀରର ତାପମାତ୍ରା ସାମାନ୍ୟ ହୋଇଯାଇଥାଏ ଯାହା ଦ୍ବାରା ନିଦ ଭଲ ହୋଇଥାଏ।

ତ୍ବଚାରେ ଚମକ ଆସିଥାଏ : ରାତିରେ ଗାଧୋଇବା ଦ୍ବାରା ତ୍ବଚାର କୋଶିକା ସୁସ୍ଥ ହୋଇଥାଏ,ମୃତ କୋଶିକା ହଟିଯାଇଥାଏ ଏବଂ ନୂଆ କୋଶିକା ଉତ୍ପନ୍ନ ହୋଇଥାଏ ଯାହା ଦ୍ବାରା ତ୍ବଚାରେ ଚମକ ଆସିଥାଏ।

   Related Posts