Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କରୋନା ଅଟକାଇଲା ସୁଟିଂ : ଡଃ. ବି.ଆର. ଆମ୍ବେଦକର ଶୋ’ର ଅଭିନେତା କୋଭିଡ଼-୧୯ ପଜିଟିଭ୍

7/07/2020 at 1:32 PM

ନୂଆଦିଲ୍ଲୀ ୭/୭: ୩ମାସ ସବୁ ବନ୍ଦ ରହିବା ପରେ ସରକାର ସୁଟିଂ ଆରମ୍ଭ କରିବା ପାଇଁ ଟିଭି ଶୋର ନିର୍ମାତାଙ୍କୁ ଅନୁମତି ଦେଇ ଦେଇଛନ୍ତି। ସୁଟିଂ ପାଇଁ କଡ଼ାକଡ଼ି ନିୟମ ଜାରି କରାଯାଇଛି। କ୍ରୃର ସମସ୍ତ ମେମ୍ବରଙ୍କୁ ଏହାର ପାଳନ କରିବାକୁ ହେବ। ନିୟମକୁ ପାଳନ କରି କେତେକ ଟିଭି ଶୋର ସୁଟିଂ ଆରମ୍ଭ ହୋଇ ଯାଇଛି। ନୂଆ ପ୍ରମୋ ମଧ୍ୟ ରିଲିଜ କରାଯାଇଛି।

 ଏସବୁ ମଧ୍ୟରେ ସମସ୍ତ ନିୟମ ପାଳନ କରିବା ସତ୍ବେ, ଶୋ ‘ଏକ ମହାନାୟକ-ଡା ବିଆର ଆମ୍ବେଦକର’ର ସୁଟିଂକୁ ରୋକିବାକୁ ପଡ଼ିଛି। ଶୋର ଅଭିନେତା ଜଗନ୍ନାଥ ନିମ୍ବଗୁଣେ କରୋନା ଭାଇରସରେ ସଂକ୍ରମିତ ଥିବା ଜଣା ପଡ଼ିଛି। ଏହି କାରଣରୁ ଶୋ ର ସୁଟିଂ ୩ଦିନ ପାଇଁ ରୋକି ଦିଆଯାଇଛି। ଜଗନ୍ନାଥ ନିମ୍ବଗୁଣେ ଶୋ ରେ ଡା ବିଆର ଆମ୍ବେଦକରଙ୍କ ବାପା ଭୂମିକାରେ ଅଭିନୟ କରୁଛନ୍ତି।

ପ୍ରଡକ୍ସନ୍ ହାଉସ୍ ଏକ ବୟାନ ଜାରି କରି କହିଛି ଯେ ସମସ୍ତ କ୍ରୃ ମେମ୍ବରଙ୍କ ପତ୍ତା ଲଗାଯାଉଛି। ଯେଉଁମାନେ ଏହି ଅଭିନେତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମେଡିକାଲ୍ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି।

   Related Posts