କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | June 21, 2018 IST

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ୧ କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ୟ ରାଜସ୍ବ ବିପର୍ଯୟ ପରିଚାଳନା ଓ ପ୍ରଶମନ ବିଭାଗ ... ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ସମସ୍ତ ସ୍କୁଲକୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ... କିନ୍ତୁ ରାଜ୍ୟ ସରକାରଙ୍କ ଘୋଷଣାକୁ କେନ୍ଦ୍ରୀୟ ବିଦ୍ୟାଳୟ ୧ ଅବମାନନା କରି ସ୍କୁଲ ଖୋଲା ରଖିଛନ୍ତି ... ଏନେଇ କେଭି ୧ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ୩ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.