Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କମୁନି ସଂକ୍ରମଣ, ଏହି ଜିଲ୍ଲାରେ ୨ ତାରିଖରୁ ଅକ୍ଟୋବର ୧୫ ଯାଏ ସଟ୍‌ଡାଉନ୍‌ ଘୋଷଣା

1/10/2020 at 6:36 PM

ଢେଙ୍କାନାଳ ୦୧।୧୦: କରୋନା ସଂକ୍ରମଣ ରୋକିବାକୁ ବାଣିଜ୍ୟ ପ୍ରତିଷ୍ଠାନର ଅନୁରୋଧ କ୍ରମେ ଆସନ୍ତା ୧୫ ତାରିଖ ଯାଏ ସଟ୍‌ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଢେଙ୍କାନାଳ ପୌରାଞ୍ଚଳରେ କରୋନା ସଂକ୍ରମଣ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଦୁଇ ତାରିଖରୁ ଆସନ୍ତା ୧୫ ତାରିଖ ଯାଏ ଢେଙ୍କାନାଳ ପୌରାଞ୍ଚଳକୁ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ପରଠାରୁ ସଟ୍‌ଡାଉନ୍‌ ଜାରି କରାଯାଇଛି ।  କେବଳ ଔଷଧ ଦୋକାନକୁ ବାଦ୍‌ ଦେଲେ ବାକି ସବୁ ବନ୍ଦ ରହିବ।

ଏହାକୁ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଆଦାୟ କରାଯିବ ବୋଲି ଘୋଷଣା ହୋଇଛି । ସହରରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତାବ କ୍ରମେ ଜିଲ୍ଲାପାଳ ପୌରସଂସ୍ଥାକୁ ସଟ୍‌ଡାଉନ୍‌ ପାଇଁ ନିର୍ଦେଶ ଦେଇଛନ୍ତି । ଫଳରେ ପୌରସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଏହି ସଟ୍‌ଡାଉନ୍ ଘୋଷଣା କରାଯାଇ ଜନସାଧାରଣଙ୍କୁ ସଚେତନ ପାଇଁ ପ୍ରଚାର କରାଯାଉଥିବା ପ୍ରକାଶ କରିଛନ୍ତି ପୌରନିର୍ବାହୀ ଅଧିକାରୀ ।

   Related Posts