Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସଂକ୍ରମଣ ରୋକିବାକୁ ପଦକ୍ଷେପ, ସକାଳ ୬ଟାରୁ ଅପରାହ୍ନ ୫ଟା ଯାଏଁ ଖୋଲା ରହିବ ଦୋକାନ ବଜାର

28/04/2021 at 5:26 PM

ଜି. ଉଦୟଗିରି ୨୮।୪: କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ । ଗୁରୁବାରଠାରୁ ଜି.ଉଦୟଗିରିରେ ସକାଳ ୬ଟା ରୁ ଅପରାହ୍ନ ୫ଟା ଯାଏଁ ଖୋଲା ରହିବ ଦୋକାନ ବଜାର । କରୋନା ମହାମାରୀ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଅପରାହ୍ନ ୫ଟା ପରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଛି ।

   Related Posts