ସଂକ୍ରମଣ ରୋକିବାକୁ ପଦକ୍ଷେପ, ସକାଳ ୬ଟାରୁ ଅପରାହ୍ନ ୫ଟା ଯାଏଁ ଖୋଲା ରହିବ ଦୋକାନ ବଜାର

Published By : Prameya-News7 Bureau | April 28, 2021 IST

ଜି. ଉଦୟଗିରି ୨୮।୪: କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ । ଗୁରୁବାରଠାରୁ ଜି.ଉଦୟଗିରିରେ ସକାଳ ୬ଟା ରୁ ଅପରାହ୍ନ ୫ଟା ଯାଏଁ ଖୋଲା ରହିବ ଦୋକାନ ବଜାର । କରୋନା ମହାମାରୀ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଅପରାହ୍ନ ୫ଟା ପରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.